• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Rajnikanth_207635_730x419
ରାଜନୀତି କରିବେନି ରଜନୀକାନ୍ତ !

ତାମିଲନାଡ଼ୁ : ରାଜନୀତିରେ ପ୍ରବେଶ କରିବେ ନାହିଁ ତେଲୁଗୁ ମେଗାଷ୍ଟାର୍  । ରାଜନୈତିକ ଦଳ ଗଠନ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ତେଲୁଗୁ ମେଗାଷ୍ଟାର୍ ରଜନୀକାନ୍ତ  । ଦଳ ଗଢ଼ିବେ ନାହିଁ କି ନିର୍ବାଚନ ଲଢ଼ିବେ ନାହିଁ ।  ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ଘୋଷଣା କରିବା...

୮
ଜେ। ବାଇଡେନଙ୍କ ଡିଜିଟାଲ ଟିମରେ କାଶ୍ମୀର ଝିଅ ଆଏସା ଶାହା

ଆମେରିକା : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜେ। ବାଇଡେନଙ୍କ ଡିଜିଟାଲ ଟିମରେ ଭାରତୀୟ ବଂଶେ।ଦ୍ଭବ ତଥା କାଶ୍ମୀର ଜନ୍ମିତ ଆଏସା ଶାହାଙ୍କୁ ମିଳିଛି ବରିଷ୍ଠ ତଥା ସମ୍ମାନଜନକ ପଦବୀ । ହ୍ୱାଇଟ ହାଉସ ପକ୍ଷରୁ ଏନେଇ ସେ।ମବାର ସ୍ପଷ୍ଟ କରାଯାଇଛି । ଆଏସା ହ୍ୱାଇଟ ହାଉସ ଡିଜିଟାଲ ଟିମର...

Thef
ସଚ୍ଚେ।ଟପଣିଆ ଦେଖାଇଲେ ଯୁବ ବ୍ୟବସାୟୀ ! ରାସ୍ତାରୁ ପାଇଥିବା ସୁନା ଚେନ୍ ଫେରାଇଦେଲେ, ପ୍ରତିବଦଳରେ ମିଳିଲା ଅଜସ୍ର ସାଧୁବାଦ ସହ ଆଶିର୍ବାଦ

ରାସ୍ତାରୁ ପାଇଥିବା ସୁନାଚେନ୍ ଫେରାଇଦେଲେ ବ୍ୟବସାୟୀ । ସୁନା ରୂପା ହେଉ ଅବା ଟଙ୍କା, ଦାମୀ ଜିନିଷ ଉପରେ କାହାର ବା ଲୋଭନଥାଏ । ମୂଲ୍ୟବାନ୍ ସାମଗ୍ରୀ  ଆଖି ଆଗରେ ପଡିଥିବାର ଦେଖିଲେ କେହି ବି ଚାଲାକି କରି ହାତେଇ ନେଇପାରେ । ହେଲେ ଜଣେ ଯୁବ ବ୍ୟବସାୟୀ...

77
ଜଣେ ବୀରଙ୍ଗନାଙ୍କ କାହାଣୀ ! ବିବାହର ୩ ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ, ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ଏୟାରଫେ।ର୍ସରେ କାମ କରିବାର ସୁଯେ।ଗ ପାଇଲେ ରାଧା

୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ –  ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର...

rupee4-8
ସୁପ୍ରିମକେ।ର୍ଟଙ୍କ ବଡ଼ ନିଷ୍ପତ୍ତି ! ଚାକିରି ଶେଷ ହେଲେ ତୁରନ୍ତ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ପଇଠ କର, ନହେଲେ ମିଳିବନି ଗ୍ରାଚ୍ୟୁଟି ଟଙ୍କା

ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର ।  ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ ।  ନିୟମ...

girl
ଚାଷୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ମହନୀୟତାର ପରିଚୟ ଦେଲେ ଯୁବତୀ

ଟଙ୍କା ଲୋଭ କାହାର ନଥାଏ। ତା ପୁଣି ପୁଳା ପୁଳା ଟଙ୍କା ହାତରେ ପଡ଼ିଗଲେ କଥା ସରିଲା। ଲୋଭର ବଶବର୍ତ୍ତୀ ହୋଇ ସବୁକିଛି ଭୁଲିଯାଏ ମଣିଷ। କିନ୍ତୁ ଆପଣ ପଢ଼ିବାକୁ ଯାଉଥିବା କଥା କିଛି ନିଆରା। ଅନ୍ୟ ପାଇଁ ବଡ଼ ଉଦାହରଣ। ତେବେ ଘଟଣାଟି କଣ ଆସନ୍ତୁ ଜାଣିବା...

parliament
୧୦ରେ ସଂସଦର ନୂଆ ଭବନ ଶିଳାନ୍ୟାସ କରିବେ ମୋଦି

ଆସନ୍ତା ୧୦ ତାରିଖରେ ବହୁ ପ୍ରତୀକ୍ଷିତ ସଂସଦର ନୂଆ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ  ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ୬୪ ହଜାର ୫୦୦ ବର୍ଗମିଟର ବିଶିଷ୍ଟ ନୂତନ ଭବନର ନିର୍ମାଣ ପାଇଁ ବ୍ୟୟବରାଦ ରହିଛି...

pratidina 7pm

mansa
‘ହାଣ୍ଡି କ୍ଷୀର ମାଂସ’

ଆବଶ୍ୟକ ସାମଗ୍ରୀ:  ଲଙ୍କା ଗୁଣ୍ଡ, କଟା ପିଆଜ, କଟା ଟମାଟୋ, ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲଙ୍କା ବଟା, ସିମ୍ବ ମଞ୍ଜି, ବଡ଼ି, ଲୁଣ ଓ ତେଲ,ଖାସି ମାଂସ, ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିମ୍ବ ମଞ୍ଜିକୁ ସିଝାଇ ଓ ବଡ଼ିକୁ ଭାଜି ରଖନ୍ତୁ। ତା’ପରେ ଖାସି...

harsh
ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ  ପ୍ରାୟ ସମୟ ମାସ୍କ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମାସ୍କ ଲଗାଇବାକୁ ଆଦୌ ଭଲ ଲାଗୁନାହିଁ। ଯାହାର ବିକଳ୍ପରେ ସେମାନେ ପ୍ଲାଷ୍ଟିକ୍‌ର ଫେସ୍‌...

mao
ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

କୋରାପୁଟ: ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ସେମାନେ କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରେ ଲୁଚାଇ ରିଖିଥିବା ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା,...

hr
ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ୍ ଟିକା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ...

care
ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଔରଙ୍ଗାବାଦ: ମାଓବାଦୀରୁ ଗ୍ୟାଙ୍ଗଷ୍ଟର ବନିଥିବା ଟାଇଗରକୁ ବିହାରର ଔରଙ୍ଗାବାଦ ଜିଲ୍ଲାରେ ହତ୍ୟା କରାଯାଇଛି। ନକ୍ସଲ ପ୍ରବଣ ଏହି ଜିଲ୍ଲାରେ କିଛି ଲୋକ ଏକାଠି ହୋଇ ଟାଇଗର ଉପରକୁ ଅତି କମ୍ ରେ ୨୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଚାଲିଥିବା ବିବାଦର ଏହା ପରିଣାମ ହୋଇଥାଇପାରେ...

hindi-teacher
ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର: ଗିରଫ ହେଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର କୋଟିପତି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।  ଶିକ୍ଷକଙ୍କ ଆୟର ଉତ୍ସ ସମ୍ପର୍କରେ...

sushant-singh-rajput
ସରିଲା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସରିଛି। ଦୀର୍ଘ ଦିନର ଖୋଳତାଡ଼ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେଉଛି ବୋଲି ଜାତୀୟ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେଉଛି। ପ୍ରାୟ ଦୁଇ ମାସର ତଦନ୍ତ ପରେ ମାମଲାର ଚୂଡ଼ାନ୍ତ ରିପୋର୍ଟ ସିବିଆଇ ପ୍ରସ୍ତୁତ...

dhuan-macha
ଧୂଆଁ ମାଛ

ଆବଶ୍ୟକ ସାମଗ୍ରୀ : ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ମାଛ, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲୁଣ, ତେଲ ଓ ଅଳ୍ପ କାଠ ଅଙ୍ଗାର। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ...

aditya-pic
ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଆଦିତ୍ୟ, ବିକ୍ରି କରିବେ ବାଇକ୍‌!

ମୁମ୍ବାଇ: କରୋନା ମହାମାରୀ ଅନେକ ଲୋକଙ୍କୁ ଠାରୁ ରୋଜଗାର ଛଡାଇନେଇଛି। ଅନେକ ଲୋକ ବୃତ୍ତି ହରାଇ ଅର୍ଥିକ ସମସ୍ୟାରେ ଗତି କରିଛନ୍ତି।  ସାଧାରଣ ଲୋକଙ୍କ ପରି  ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହି ସମୟରେ ବହୁତ ସଂଘର୍ଷ କରୁଛନ୍ତି। ଯଦିଓ ଏହି ସମୟରେ ସେ ତାଙ୍କ ବିବାହ ଖବର...

pic-muhana
ଗୁହାରି ଶୁଣିଲାନି ପ୍ରଶାସନ, ମୁହାଣ ଖୋଳିଲେ ଗାଁ ଲୋକ

ବ୍ରହ୍ମପୁର: ପ୍ରଶାସନ ପାଖରେ ଗୁହାରି କଲେ ହେଲେ ସମାଧାନ ହୋଇପାରିଲାନି ସମସ୍ୟା।  ମୁହାଣ ପୋତି ହୋଇ ଯାଉଥିବାରୁ ଏନେଇ ଆଗେଇ ଆସିଲେ ଗାଁ ଲୋକେ। ନିଜସ୍ୱ ଉଦ୍ୟମରେ ଏମାନେ ମୁହାଣ ଖୋଳିଛନ୍ତି। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ। ଏଠାରେ ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ...

odisha
ଓଟିଭି ଉପରେ ପ୍ରଶାସନର ଆକ୍ରୋଶ: ବିନା ନୋଟିସ୍‌ରେ ଭଙ୍ଗାଗଲା ସାରୁଅ ମହିଳା ସମିତି ପାଚେରି

ଭୁବନେଶ୍ୱର: ପୁଣି ଓଟିଭି ଉପରେ ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ। ବିନା ନୋଟିସ୍‌ରେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ତରବରିଆ ଭାବେ ଭାଙ୍ଗୁଛି ପ୍ରଶାସନ। ତେବେ ଏନେଇ ବେଗୁନିଆ ତହସିଲଦାରଙ୍କ କହିବା କଥା, ପ୍ରକୃତିକ ଜଳ ସ୍ରୋତ ପାଇଁ ରାସ୍ତା ନ ଥିବାରୁ ଉଚ୍ଛେଦ କରାଯାଉଛି। ତେବେ କାହା...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result