• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

1
ଦେଶ ଗଢ଼ା

କରୋନାଜନିତ ଲକଡାଉନ୍ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପଢ଼ନ୍ତୁ ଗାଳ୍ପିକ ପ୍ରଦୀପ ନାୟକଙ୍କର ଏହି ଗପ ବସରୁ ଓହ୍ଲେଇଲା ପରେ ପୋଲିସ ବୈରାଗୀ ସମେତ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଛାଡ଼ିଦେଲା। ସେଠି ପହଂଚିବା...

mahatma gandhi
ଆମେରିକାରେ ଭାଙ୍ଗିଲେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଆମେରିକାରେ ପୁଲିସ୍‌ ହେପାଜତରେ ଥିବା କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ବିକ୍ଷୋଭ ନିଆଁ ତେଜିବାର ନାଁ ଧରୁନି। ୱାଶିଂଟନ୍‌ ଡିସି ସ୍ଥିତ ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି ବିକ୍ଷୋଭକାରୀ। ସୂଚନା ଅନୁସାରେ, ଏହି ଘଟଣାରେ ଆମେରିକା ପୁଲିସ୍‌...

Article
'ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା'

ଆଗାମୀ ଓଡ଼ିଶାର ସ୍ଥିତି ବିଷୟରେ ଭାବିଲେ, ଚଉଦିଗ ଅନ୍ଧାର ଦିଶୁଛି। ପୋଷ୍ଟ-କରୋନା ଅର୍ଥନୈତିକ ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ହାସ୍ୟାସ୍ପଦ ନୁହେଁ କି? ପୂରା ସ୍ଥିତିକୁ ନେଇ ଅମରେଶ ବିଶ୍ୱାଳଙ୍କ ଆଲେଖ୍ୟ। ଏଇ ଯେଉଁ ଓଡ଼ିଆ ଭାଇମାନେ ଓଡ଼ିଶା...

odisha
ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ଫୁ; ଭୁବନେଶ୍ୱରରେ ଅଫ୍‌ଲାଇନ୍‌ରେ ଖୁଲମଖୁଲା ମଦ ବିକ୍ରି

ଭୁବନେଶ୍ୱର: ରାଜ୍ୟରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫ୍‌ଲାଇନ୍‌ରେ ଖୁଲମ୍‌ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟର ଅଳ୍ପ ଖୋଲି ଦୋକାନୀମାନେ ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବା ନଜର...

ips
ପୁଲିସ୍‌ ଅଫିସରଙ୍କ ଘରୁ ଚୋରି

ଭୁବନେଶ୍ୱର: ଆଇପିଏସ୍ ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସତ୍ୟଜିତଙ୍କ ଶିଶୁଭବନ ସ୍ଥିତ ଘରୁ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଘରେ କେହି ନ ଥିବା ବେଳେ ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସତ୍ୟଜିତ...

iic
ଥାନାରେ ଥାର୍ଡ ଡିଗ୍ରୀ ଦେଇ ସସ୍‌ପେଣ୍ଡ୍‌ ହେଲେ ଆଇଆଇସି

କେନ୍ଦୁଝର: ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ...

5
'ଦେବଦାସଙ୍କ ସିନେମା ଗୀତ'... ପଢ଼ି ପଢ଼ି ଗୀତ ଶୁଣନ୍ତୁ...

ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆପଣ ଶୁଣିଥିବା ଅନେକ ଓଡ଼ିଆ ସିନେମାର ଲୋକପ୍ରିୟ ଗୀତ ଲେଖିଥିଲେ ଏଇ ଗୀତିକାର। ସେ ହେଲେ ପ୍ରସିଦ୍ଧ ଲେଖକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପ୍ରସିଦ୍ଧ ନାଟ୍ୟକାର ଗୋପାଳ ଛୋଟ୍ଟରାୟଙ୍କ ପୁଅ ଦେବଦାସ ଛୋଟରାୟ। ଏବେ ତାଙ୍କର ପ୍ରସିଦ୍ଧ ଗୀତ ସବୁ...

Spraying disinfectants
ରାସ୍ତା ଘାଟରେ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁ ଦୂର ହେବନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ରାସ୍ତା ଘାଟରେ ଜୀବାଣୁନାଶକାରୀ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁକୁ ଦୂର କରାଯାଇ ପାରିବ ନାହିଁ। ବରଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି। କରୋନା ଭୂତାଣୁ ମାରିବାକୁ କରାଯାଉଥିବା ଷ୍ଟ୍ରିଟ ସାନିଟାଇଜେସନ ଏକ ନିଷ୍ଫଳ ପ୍ରୟାସ।...

jail
ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍

ନୂଆଦିଲ୍ଲୀ: ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍ ଦଣ୍ଡ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯିବା ପରେ କେଉଁ କେଉଁ ନିୟମ ପାଳନ ହେବ ସେ ସମ୍ପର୍କରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି...

odisha
“ଭାତରୁ ବାହାରୁଛି ପୋକ, କଞ୍ଚା ରହୁଛି ରୁଟି”

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି। ଅନ୍ତେବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ଥିବା ସହ ରୁଟି କଞ୍ଚା ରହୁଥିବା ଅଭିଯୋଗ ହୋଇଛି। ଏହାସହ ଦିଆଯାଉଥିବା ଜଳଖିଆର ମାନ ବି ଖୁବ୍ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି...

highcourt
ହାଇକୋର୍ଟ ଓକିଲଙ୍କୁ କଳା କୋଟ୍ ଓ ଗାଉନ୍‌ ମନା

କଟକ: ଶୁଣାଣି ସମୟରେ କଳା କୋଟ୍ ଓ ଗାଉନ୍‌ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଇନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି। କଳା କୋଟ୍, ଗାଉନ୍ ପରିବର୍ତ୍ତେ  ଧଳା ସାର୍ଟ, ପ୍ୟାଣ୍ଟ ଓ କମିଜ୍ ପିନ୍ଧିବାକୁ ଓକିଲଙ୍କୁ...

odisha
୫ କେଜି ଚାଉଳ ପାଇଁ ବିଡିଓଙ୍କ ଗୋଡ଼ ତଳେ ପଡ଼ିଲେ ବୃଦ୍ଧା

ଯାଜପୁର଼: ନିଜ ହକ୍‌ରୁ ବଞ୍ଚିତ ଜଣେ ବୃଦ୍ଧା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାଜପୁର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ସୋମବାର ଦିନ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ବୃଦ୍ଧା...

cm naveen patnaik
ନେତାଙ୍କୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର: ନେତାଙ୍କୁ ଭୁଲିଗଲେ କି ସରକାର ? କରୋନା ଲଢ଼େଇରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚିଠି ଲେଖି ସେ କହିଛନ୍ତି, ଗଞ୍ଜାମକୁ ୨ରୁ ୩ ଲକ୍ଷ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିବେ।...

cyclone
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଅଶାନ୍ତ ରହିବ ସମୁଦ୍ର

ନୂଆଦିଲ୍ଲୀ: ଦାନା ବାନ୍ଧୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ମେ’ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏହାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ...

representational image
ଘରକୁ ଫେରି ନ ପାରି ଜୀବନ ହାରିଲେ ଓଡ଼ିଆ ଯୁବକ

ଆଳି: ଲକ୍‌ଡାଉନ୍‌ ପରେ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁରେ। ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ। ଗଙ୍ଗାଧର ହରିୟାଣାର ଯମୁନାନଗରରେ ରହି ଏକ ପ୍ଲାଏଉଡ୍‌...

odisha
ରାସନ ମାଗିବାରୁ ମହିଳାଙ୍କୁ ପିଟିଲେ ସରପଞ୍ଚ

ବ୍ରହ୍ମପୁର: କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସରପଞ୍ଚ ସମ୍ପୃକ୍ତ ମହିଳା ଓ ତାଙ୍କ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା...

airport
ଶୀଘ୍ର ଆରମ୍ଭ ହୋଇପାରେ ବିମାନ ସେବା, କ୍ୟାବିନ୍‌ ବ୍ୟାଗେଜ୍ ପାଇଁ ମିଳିନପାରେ ଅନୁମତି

ନୂଆଦିଲ୍ଲୀ: ଦେଶରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ବିମାନ ସେବା ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଯାତ୍ରମୀନଙ୍କ ସୁରକ୍ଷା ଲାଗି ନୂଆ ନିୟମ ସହ ପୁଣିଥରେ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରୁଛି। ପୁଣିଥରେ...

odisha
ଗୁଜବ ପରେ ବୋହି ନେଲେ ବସ୍ତା ବସ୍ତା ଲୁଣ

ଉମରକୋଟ: ଲୁଣ ମିଳିବନି ବୋଲି ଗୁଜବ ପରେ ଲୁଣ ନେବା ପାଇଁ ଦୋକାନରେ ଲୋକଙ୍କ ଭିଡ଼। ଏପରିକି ଲୋକମାନେ ଳମ୍ବା ଲାଇନ୍‌ରେ ଛିଡ଼ା ହୋଇ ବସ୍ତା ବସ୍ତା ଲୁଣ ବୋହି ନେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁରରେ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ...

accident
ଘରକୁ ଫେରୁଥିଲେ, ପିଟିଦେଲା ଗାଡ଼ି: ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅ ଅଛନ୍ତି। ସମ୍ପୃକ୍ତ ମହିଳା ଜଣକ ତାଙ୍କର...

sealed
ସିଲ୍‌ ହେଲା ବାପୁଜୀ ନଗର ମାର୍କେଟ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ଯାଏ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ୍‌ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଏନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମ...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result