ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି । ବାମ...
ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ । ଆଉ ପରଦା ପଛର ନାୟକ ସାଜିଛନ୍ତି ଆହାନ୍ ଖାନ୍ । ପେଟ ପୂରାଇ ଦୁଇ ବେଳା ଦୁଇ ମୁଠା ଖାଇପାରୁନଥିବା ଲେ।କଙ୍କ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ୍ ନୁହଁନ୍ତି ଏହି ମହାନ୍ ମଣିଷ ଜଣକ । ମାନବ...
ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି ଅନେକ ଆଶା...
ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ
ଭୁବନେଶ୍ୱର:ଶେଷରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ...
ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ SIT ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ରିପୋର୍ଟ। ବନ୍ଦ ଲଫାଫାରେ ଏହି ରିପୋର୍ଟ ଦିଆଯାଇଥିଲେ ହେଁ ଏଥିରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକୁ...
ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମ୍ବ୍ରାଞ୍ଚ ଜେରା କରୁଛି। ଆଜି କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ମିଟ୍ କରି କହିଛନ୍ତି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନ୍ଚାର୍ଜ...
ପୁରୀ: ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ୍ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ବାଣ୍ଟି କୁଣ୍ଟି ନେଉଥିବା ଅଭିଯୋଗ ହୋଇଛି। ଏଭଳି କିଛି ଦୃଶ୍ୟ ପୁରୀ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଯାହାର ଭିଡିଓ...
ଶୀତ ଋତୁରେ ବିଭିନ୍ନ ପନିପରିବା ମିଳିଥାଏ । ସେଥିମଧ୍ୟରୁ ମୂଳା ଅନ୍ୟତମ । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ । ସାଲାଡ ଓ ତରକାରୀର ସ୍ୱାଦିଷ୍ଟ କରିଥାଏ ମୂଳା । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ ପଡ଼ିବ, ଏମିତି କିଛି ଜିନିଷ ରହିଛି ଯାହାକୁ ମୂଳା ସହ...
ଭୁବନେଶ୍ୱର : ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି । ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା...
ଖୋର୍ଦ୍ଧା : ନ୍ୟାୟ ନମିଳିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବୋଲଗଡ଼ର ବ୍ରଜବନ୍ଧୁ ସାହୁ । ସ ମିଲ୍ କରିଥିବା ବ୍ରଜବନ୍ଧୁ କାଠ କିଣିବା ପାଇଁ ଅନଲାଇନରେ ୧୬ ଲକ୍ଷ ୯୫ ହଜାର ଟଙ୍କା ଡିପୋଜିଟ କରିଥିଲେ । ଟଙ୍କା ପଇଠ କରିବାର...
ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ । କିନ୍ତୁ ଭାରତୀୟ ରେଳ...
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ପାଇଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତ୍ରି ୧୧ଟା ପରେ ସର୍ବସାଧାରଣ ସ୍ଥାନରେ...
ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି । ସଡ଼କ ଦୁର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ...
ବର୍ଷର ଶେଷ ଆଡ଼କୁ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ସେଠ୍ ଏବଂ ତାଙ୍କ ପରିବାରକୁ ଝଟକା ଦେଇଗଲା ୨୦୨୦ ମସିହା । କରୋନା ମହାମାରୀ ଭିତରେ ବର୍ଷ ଶେଷ ହେଉ ହେଉ ଶ୍ରୁତି ସେଠଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନ୍ନତି ଘଟିଥିଲା । ଯେଉଁଥିପାଇଁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ...
ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି ।...
ଚୀନକୁ ରାଜନାଥଙ୍କ ନାଲି ଆଖି, କହିଲେ ସୀମାରେ କମ୍ କରାଯିବନି ସୈନ୍ୟ ଦଳ ଭାରତକୁ କବଜା କରିବାକୁ ଅପଚେଷ୍ଟା କଲେ, ଦେଶ କଡ଼ା ଜବାବ ଦେବ ହାତ ବାନ୍ଧି ବସିନାହାନ୍ତି ଭାରତୀୟ ବୀର, ଦେଶର ମଥାନତ ହେବାକୁ ଦେବେନି ଭାରତ : ଚୀନକୁ କଡ଼ା ଜବାବ ଦେଲେ...
ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି...