ଛିଣ୍ଡୁନି ତପସ୍ୱିନୀ-ସୁମିତ୍ ବିବାଦ.. କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୭ ଦିନ ଏକାଠି ରହିବା ପରେ ବି ସମାଧାନ ହେଲାନି.. ମିଶିଲାନି ତପସ୍ୱିନୀ- ଡାକ୍ତର ସୁମିତଙ୍କ ମନ.. ସୁମିତ କୁଆଡ଼େ ଫେରାର୍ ଥିବା ତପସ୍ୱିନୀ ଅଭିଯୋଗ କରିଥିବା ବେଳେ ସୁମିତଙ୍କ ଓକିଲ କହୁଛନ୍ତି ସୁମିତ କାଳେ ଛୁଟିରେ ଅଛନ୍ତି..
Published: Otv Khabar Bureau
Last updated: 11 December 2021, 03:20 PM IST
ଆଉ ୪ ମାସ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଖାଦ୍ୟ ନିରାପତ୍ତା ହିତାଧତ୍କାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ । ମୁଣ୍ଡ ପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ମିଳିବ ଏହି ଅତିରିକ୍ତ ଚାଉଳ ଦିଆଯିବ ।