Advertisment

‘ପ୍ରେମିକକୁ ଭେଟିବାକୁ ଯାଇ ଶିକାର ହୋଇଗଲେ ପ୍ରେମିକା’

ପ୍ରେମିକା ଆସିଥିଲେ ପ୍ରେମିକଙ୍କୁ ଭେଟି। ଜଙ୍ଗଲ ଭିତରେ ବାରା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ଦୁର୍ଭାଗ୍ୟ ପ୍ରେମିକାର ଚାଲିଗଲା ଜୀବନ

author-image
Otv Khabar Bureau
ଅଦ୍ୟତନ ହୋଇଛି

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଚିଲିଗୁଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଟ୍ୱିଷ୍ଟ ଆସିଛି। ଦୁଷ୍କର୍ମ ପରେ ହତ୍ୟା ନୁହେଁ ବରଂ କରେଣ୍ଟ ଲାଗି ଯୁବତୀଙ୍କ ମୃତ୍ୟୁ ହୋଇଛି। ଏନେଇ ପ୍ରେସମିଟ୍‌ରେ ଖୁଲାସା କରିଛନ୍ତି କୋରାପୁଟ ଏସପି। ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଏସପି କହିଛନ୍ତି।

Advertisment
Odisha Koraput Woman Electrocuted
Advertisment
Advertisment