ଭୁପନେଶ୍ୱର: ବିଜେପିରେ ମିଶିବାର ୭ ମାସ ପରେ ଆଜି ବରିଷ୍ଠ ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ସାରିଛନ୍ତି। ଦଳରେ ତାଙ୍କ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନ ଥିବା ଅନୁଭବ କରି...
ଭୁବନେଶ୍ୱର:ପତ୍ନୀ ଓ ପୁତ୍ରଙ୍କ ସାମ୍ନାରେ କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତଙ୍କ ମୃତଦେହ ଆଜି ମିଳିଛି। ଗୋବିନ୍ଦପୁର ଥାନା ରହମ୍ବା ନିକଟ ଦେବୀ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେବବ୍ରତଙ୍କର ବୋଲି ସ୍ପଷ୍ଟ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି। ଗତ ୯ ତାରିଖ...
ଭୁବନେଶ୍ୱର: ‘ଏକ ଦୁର୍ବଳ ମୁହୂର୍ତ୍ତରେ ବିଜେପିରେ ମିଶିବାର ନିଷ୍ପତ୍ତି ଭୁଲ ଥିଲା। ହେଲେ ବିଜୁ ବାବୁଙ୍କ ଆଦର୍ଶରେ ଦୀର୍ଘ ବର୍ଷ ନିଜକୁ ହଜାଇ ଦେବା ପରେ ଆଉ ଏକ ଦଳରେ ନିଜକୁ କମ୍ଫଟେବ୍ଲ ମନେ ନ କରିବା ସ୍ୱାଭାବିକ । ତେଣୁ ତାଙ୍କ (ଦାମ ରାଉତ) ସହ ସେମିତି...
ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍ ସୋସାଇଟ୍ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୈଫିଆ ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରାୟା...
ସୁକମା: ଆନ୍ଧ୍ରପ୍ରଦେଶ-ଛତିଶଗଡ଼ ସୀମାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବସ୍ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍ରେ ଥିବା ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା...
ନୂଆଦିଲ୍ଲୀ: ଦୀର୍ଘ ୩୯ ଦିନ ହେଲା ନିୟମିତ ଶୁଣାଣି ହେଉଥିବା ଅଯୋଧ୍ୟା ଜମି ବିବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ସମ୍ଭବତଃ ଆସନ୍ତାକାଲି ଏହି ନିୟମିତ ଶୁଣାଣି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆଜି ଶୁଣାଣିର ୩୯ ତମ ଦିନରେ ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍...
ଭୋପାଲ:୮୦ ବର୍ଷୀୟ ବୃଦ୍ଧଙ୍କ ହାତର ଯାଦୁ ! ୩୨ ବର୍ଷର ପୁରୁଣା ଏକ ଗାଡ଼ିକୁ କରି ଦେଇଛନ୍ତି ଏକ୍ଦମ ହାଇଟେକ୍ ବାଇକ୍। ଏ ଗାଡି ଆପଣ ବ୍ୟବହାର କରୁଥିବା ଗାଡ଼ିଠାରୁ ଯଥେଷ୍ଟ ଉନ୍ନତମାନର। ଏଥିରେ ମୋବାଇଲ ଚାର୍ଜରଠାରୁ ଆରମ୍ଭ କରି ଏଟିଏମ୍ ମେସିନ ପର୍ଯ୍ୟନ୍ତ ସବୁ କିଛିର ସୁବିଧା...
ଭୁବନେଶ୍ୱର: ୨୦ ବର୍ଷ ପରେ 5-ଟି ? ୨୦ ବର୍ଷ ଆଗରୁ ହେଲାନି ? ଏଇଟା ତ କାମ ସରକାରଙ୍କର, ବଡ କଥା କ’ଣ ? ଏମିତି କହି ରାଜ୍ୟ ସରକାରଙ୍କ 5-ଟି ଆକ୍ସନକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମଧ୍ୟ ଭୁବନେଶ୍ୱରରେ ବିଜେପି...
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ପରେ ଏବେ ଶ୍ରୀଲିଙ୍ଗରାଜ ମଧ୍ୟ ଜବର ଦଖଲକାରୀଙ୍କ କବଳରୁ ମୁକୁଳିବେ । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଭିଯାନ ପାଇଁ ମନ୍ଦିର ପ୍ରଶାସନ, ବିଏମ୍ସି ଓ ବିଡିଏ ମିଳିତ ଭାବେ ଏକ ସ୍କ୍ୱାଡ ଗଠନ କରିଛନ୍ତି ।...
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ସ୍ମଗଲ୍ରଙ୍କ ପାଇଁ ଯେମିତି ପାଲଟି ଯାଇଛି ସ୍ୱର୍ଗ। ସୁନା, ମହଙ୍ଗା ସାମଗ୍ରୀ ପରେ ଏବେ ଏଠାରୁ ଧରାପଡ଼ିଛି ଦାମୀ ସିଗାରେଟ୍। ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରା ଚାଲାଣ ହେଉଥିଲା ଏହି ମହଙ୍ଗା ସିଗାରେଟ। ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ (DRI) ପକ୍ଷରୁ ୪ ଶହ...
ଭୁବନେଶ୍ୱର: ଭୁବନେଶ୍ୱରର 120 ଇନ୍ଫାନଣ୍ଟ୍ରି ବାଟାଲିୟନରେ ଯବାନ ଭର୍ତ୍ତି ପାଇଁ ଆସନ୍ତାକାଲି ନିଯୁକ୍ତି ରାଲି ହେବ। ଏଥିପାଇଁ ଓଡିଶାର ପରୀକ୍ଷାର୍ଥୀମାନେ ଭୋର ୪ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରାଲିରେ ଭାଗ ନେଇପାରିବେ । ଏ ନେଇ ୧୨୦ ବାଟାଲିୟନ କମାଣ୍ଡିଂ ଅଫିସର ସୂଚନା ଦେଇଛନ୍ତି । ପୂର୍ବଦିନରୁ ଆସି...
ଭୁବନେଶ୍ୱର: ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ଆଜି ସକାଳ ୧୦ଟା ୧୫ରେ ମୃତ୍ୟୁ ଘଟିଛି। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ଏ ନେଇ ସୂଚନା ଦେଇଛନ୍ତି। ଗତ ଏକମାସ ଧରି ଶୁଭ୍ରାଂଶୁ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲା । ଶନିବାର ହଠାତ୍ ପଡ଼ିଯିବା ପରେ...
ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଛି। ଏହାର ପ୍ରତିବାଦରେ ହାଇକୋର୍ଟ ଆଇନଜୀବୀମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିକୁ...