• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

23344
ଆଜିଠୁ ଗଡ଼ିବ ସେବା ଏକ୍ସପ୍ରେସ୍

ଭୁବନେଶ୍ୱର: ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ । ଦିନ ସାଢେ ଗୋଟାଏରେ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡି ନୟାଗଡ଼ ଅଭିମୁଖେ ଯିବ।  ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ...

sura000-750x430
ସଚିବଙ୍କ ଜିଲ୍ଲା ଗସ୍ତ ଖାଲି ନାଟକ..ଅନ୍ନପୂର୍ଣ୍ଣା ଥିଏଟର

ଭୁବନେଶ୍ୱର: ସଚିବମାନେ ଘନ ଘନ ଜିଲ୍ଲାଗସ୍ତ କରୁଛନ୍ତି, ଡାକ୍ତରଖାନା ବୁଲୁଛନ୍ତି ! ନବୀନ ବାବୁଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ? ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ ? 5 T ସଚିବ ଭି.କେ.ପାଣ୍ଡିଆନଙ୍କ ଡାକ୍ତରଖାନା ପରିଦର୍ଶନକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କାହିଁ ଆଗରୁ...

43434343
ଓଡ଼ିଶାରେ ବାଂଲା ଆତଙ୍କବାଦୀଙ୍କ ଗତିବିଧି ବଢୁଛି

ନୂଆଦିଲ୍ଲୀ: ଦେଶରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି। ଆଜି ଦିଲ୍ଲୀରେ ବସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ବୈଠକରେ ଡିଜି ଓ୍ୱାଇସି ମୋଦି ଏଭଳି କହିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଓଡ଼ିଶା.ଆସାମ୍, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକରେ ସକ୍ରିୟ ରହିଛି। ୧୨୫ ସନ୍ଦିଗ୍ଧ...

323232323
ପାଞ୍ଚପଡ଼ାରୁ ମିଳିଲା ଧଳା ସାପ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଞ୍ଚପଡ଼ା ଗାଁରୁ ମିଳିଛି ଏକ ବିରଳ ସାପ।  ଏହାର ଲମ୍ବ ପାଖାପାଖି ୩ଫୁଟ ହୋଇଥିବା ବେଳେ ଏହାର ରଙ୍ଗ ଧଳା।  ସାପଟିର ସଠିକ ନାଁ ଜଣାପଡିନଥିବା ବେଳେ ଏହା ଅଷ୍ଟ୍ରେଲିଆନ୍ ହ୍ୱାଇଟ୍ ସ୍ନେକ୍ ବୋଲି କୁହାଯାଉଛି  । ରବିବାର  ଗାଁର ଯୋଗେଶ ଦାସଙ୍କ...

45455
ରାସ୍ତାରେ ପଡ଼ିଥିବା ଡବା ଘରକୁ ନେଇ ଆସିଲେ, ଆଉ ତା ପରେ...

ବ୍ରହ୍ମଗିରି: ମହିଳାଜଣକ ଗାଧୋଇବାକୁ ନଦୀକୁ ଯାଉଥିଲେ। ବ୍ରିଜ୍‌ ତଳେ ଦେଖିଲେ ଡବାଟିଏ ପଡ଼ିଥିବା ଦେଖି ଉଠେଇ ଘରକୁ ନେଇ ଆସିଥିଲେ।  ଘରେ ଖୋଲିବା ପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ଆଜି ସକାଳେ ଧର୍ମକୀର୍ତ୍ତି ଗାଁ ନିକଟ ବ୍ରିଜ ତଳେ...

1121121
ଜମ୍ମୁ-କାଶ୍ମୀରରେ ସକ୍ରିୟ ହେଲା ପୋଷ୍ଟପେଡ୍‌ ମୋବାଇଲ ସେବା

ଶ୍ରୀନଗର: ୭୨ ଦିନ ପରେ ଜମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।...

543634637637
ସାବଧାନ ! କଲୋନୀରେ ବୁଲୁଛି ବାଘ

ବଲାଙ୍ଗିର: ସାବଧାନ ! କଲୋନୀରେ ବୁଲୁଛି କଲରାପତରିଆ ବାଘ !  ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ ଦେଖା ଦେଇଛି ଏମିତି ଆତଙ୍କ। ଗତ କିଛି ଦିନ ହେଲା ଗୋଳାବାରୁଦ କାରଖାନାର କର୍ମଚାରୀମାନେ  କଲୋନୀରେ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଫଳରେ କଲୋନୀବାସୀ ଭୟଭୀତ ଅବସ୍ଥାରେ ଥିଲେ।...

222222211111
ପାଣ୍ଡିଆନଙ୍କ ଗସ୍ତବେଳେ ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

କେନ୍ଦୁଝର: ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲ.ଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ  5-ଟି ସଚିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ।  କେନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ  ଚିକିତ୍ସାଳୟ ଯାଇଥିଲେ। ସେହି ସମୟରେ...

132323
ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼; ପାଳିଲେ କାର୍ତ୍ତିକବ୍ରତ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ।  ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି । ମାସେ ଧରି ଏହି ବ୍ରତ ପାଳନ କରିବେ। ଆଜି ସକାଳୁ ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିଛନ୍ତି। ଚଉରା ମୂଳରେ ଫଳମୂଳ ଭୋଗ କରି  ରାଇଦାମୋଦର ପୂଜା...

23232323
ଦାଦା ହେବେ ବିସିସିଆଇର ବିଗ୍ ବସ୍ !

ନୂଆଦିଲ୍ଲୀ: ଦାଦା ହୋଇପାରନ୍ତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ବିଗ୍ ବସ୍!  ଟିିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହୋଇପାରନ୍ତି ବୋଲି ଜଣାପଡ଼ିଛି।  ଆପାତତଃ ତାଙ୍କୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଛି। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ ଆସୋସିଏସନ...

444434
ବାପାଙ୍କ ବାହାଘର କଥା ଶୁଣିବା ପରେ ଏମିତି କହିଥିଲେ ସାରା

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ଷ୍ଟାର୍‌ କିଡ୍‌ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍‌, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ...

234567788
ଖୁବ୍‌ ଶୀଘ୍ର ଏକାଠି ହେବେ ହ୍ରିତିକ୍‌-ଅନୁଷ୍କା !

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା...

54545454
ଋଣ ବୋଝ; ବିଷ ପିଇଲେ ପରିବାରର ୭ ସଦସ୍ୟ

ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ...

1111111
ମହଙ୍ଗା ପଡ଼ିଲା ଅବହେଳା; ନିଲମ୍ବିତ ହେଲେ ସିଡିଏମ୍ଓ

ସୁନ୍ଦରଗଡ଼/ରାଉରକେଲା : କର୍ତ୍ତବ୍ୟରେ ଅବହେଳା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।  ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।  ଏହା ସହିତ ସୁନ୍ଦରଗଡ଼...

2334565
ଜୁଇରେ ଶୋଇଥିଲେ, ମୁଖାଗ୍ନି ଦେବା ପୂର୍ବରୁ ଜିଇଁ ଉଠିଲେ

ଭଞ୍ଜନଗର: ଜୁଇରୁ ଜୀଇଁଲା ଶବ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ। ଗାଁରୁ ସୀମାଞ୍ଚଳ ମଲ୍ଲିକଙ୍କୁ ମୃତ ବୋଲି ଭାବି ପରିବାର ଲୋକେ  ତାଙ୍କୁ ଶ୍ମଶାନକୁ ନେଇଥିଲେ। ଜୁଇରେ ଶୁଆଇ...

34343434343
ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଜିତୁ ଗୁରୁତର

କଟକ: କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଆଜି ପୁଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ହୋଇଛି।  ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ...

323323232
ଅଧୂରା ରହିଗଲା ସ୍ୱପ୍ନ...ଦୁର୍ଘଟଣା ନେଇଗଲା ଜୀବନ

ନାରାୟଣପାଟଣା: ରୋଜଗାର କରିବେ, ପରିବାର ଲୋକଙ୍କୁ ଭଲରେ ରଖିବେ..ଏଇ ଆଶା ନେଇ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଦୁର୍ଘଟଣାରେ ପ୍ରାଣ ହରାଇଲେ ସନ୍ତୋଷ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତରେ। ବାରୀ...

5454545
ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ।  ଯୁବକ ଜଣକ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅବକାଶ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ ଚାକିରୀ କରୁଥିଲେ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।