• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

4343434
ଶଙ୍ଖ ଓ ବେଦଧ୍ୱନୀରେ କମ୍ପିଲା ସିଂହଦ୍ୱାର

ପୁରୀ: ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଶ୍ରୀମଦ୍ଦ ଭାଗବତ ଓ ବେଦ ଧ୍ୱନିରେ ପ୍ରକମ୍ପିତ ହୋଇଛି। ଶଙ୍ଖଧ୍ୱନୀ, ବେଦଧ୍ୱନୀ ସାଙ୍ଗକୁ ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କଣ୍ଠରୁ ଉଚ୍ଚାରିତ ଶ୍ରୀଜଗନ୍ନାଥାଷ୍ଟକମ୍ ଶ୍ରୀକ୍ଷେତ୍ର ପରିବେଶକୁ କରିଥିଲା ଆହୁରି ଭକ୍ତିମୟ। ଆଜି କୁମାର...

representational image
ଦେବଦୂତ ସାଜିଲେ ଫଟୋଗ୍ରାଫର; ଭାସି ଯାଉଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ

କୋଣାର୍କ: କୋଣାର୍କ ନିକଟ ଚନ୍ଦ୍ରଭାଗାରେ ଗାଧୋଇବାବେଳେ ବୁଡ଼ି ଯାଉଥିବା ଜଣେ ମହିଳାଙ୍କୁ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ଫଟୋଗ୍ରାଫର। ମହିଳାଙ୍କୁ କୋଣାର୍କ  ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ କାକିନାଡ଼ାର ଅଞ୍ଚଳର  ଏହି ମହିଳାଜଣକ ତାଙ୍କର ସମ୍ପର୍କୀୟଙ୍କ ସହ କୋଣାର୍କ ବୁଲିବାକୁ ଆସିଥିଲେ।...

jio
ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

ନୂଆଦିଲ୍ଲୀ: ମାଗଣା କଲ୍‌ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍‌କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି। ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।...

234455566
କଶ୍ମୀରରୁ ହଟିଲା ୯୯% କଟକଣା !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସ୍ୱାଭାବିକ ରହିଛି। ତେଣୁ ଶନିବାରଠାରୁ ଏଠାରେ ମୋବାଇଲ ପୋଷ୍ଟ ପେଡ୍‌ ସେବା ଆରମ୍ଭ ହେବ ବୋଲି ଗତାକାଲି ସ୍ଥାନୀୟ ପ୍ରଶାସନ କହିଥିଲା। ଏହାକୁ ନେଇ ୬୯ ଦିନ ହେଲା ମୋବାଇଲ ସେବା ଓ ଅନ୍ୟାନ୍ୟ ଆବଶ୍ୟକତାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ମଧ୍ୟରେ ଖୁସିର ଲହରୀ...

54545445
ମହାବଳୀପୁରମ୍‌ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର ସାଜିଥିବା ଏହି ମହିଳା ଅଫିସରଙ୍କୁ ଜାଣନ୍ତି ?

ଚେନ୍ନାଇ:ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ସ୍ୱଦେଶ ଫେରିଯିବେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନ୍‌ପିଙ୍ଗ ମଧ୍ୟରେ ମହାବଳୀପୁରମ୍‌ରେ ଅନୌପଚାରିକ ସାକ୍ଷାତ ହୋଇଥିଲା।  ବିଭିନ୍ନ ପ୍ରସଙ୍ଗ ନେଇ ଏଠାରେ ଆଲୋଚନା ହୋଇଥିଲା। ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ...

233545
ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ, ଉପହାର ଦେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପ୍ୟାୟିତ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି...

43434345434343
ଜିନପିଙ୍ଗଙ୍କୁ ୬ ଫୁଟ ଉଚ୍ଚର ଦୀପ ଉପହାର ଦେଲେ ମୋଦି

ଚେନ୍ନାଇ: ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତରୁ ଅଜସ୍ର ଭଲ ପାଇବା ସହ କିଛି ସ୍ୱତନ୍ତ୍ର ଉପହାର ନେଇ ବେଜିଂ ଗସ୍ତ କରିବେ। ଆଜି ହାତବୁଣା ରେଶମ ପ୍ରତିକୃତି ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜିନପିଙ୍ଗଙ୍କୁ ଆଉ କିଛି ସ୍ୱତନ୍ତ୍ର ଗିଫ୍ଟ...

4343434
ରେଞ୍ଜରଙ୍କ ଦବଙ୍ଗଗିରି-ଗାଁ ସଭାପତିଙ୍କୁ ଆଣ୍ଠେଇଲେ

ଢେଙ୍କାନାଳ:ବନ ବିଭାଗ କର୍ମଚାରୀଙ୍କ ଦବଙ୍ଗଗିରି। ଚୋରାରେ କାଠ ଚାଲାଣ କରୁଥିବା ଅଭିଯୋଗରେ ଢେଙ୍କାନାଳ ପର୍ଜଙ୍ଗ ବ୍ଲକ  ଅଳାକଟା ଗାଁ ସଭାପତିଙ୍କୁ ଆଣ୍ଠେଇଲେ ବନ ବିଭାଗ ଅଧିକାରୀ । ଏହି ଫଟୋ ଏବେ ଭାଇରାଲ ହୋଇଛି। ଅଳାକଟା ଗାଁ ସଭାପତି କୈଳାସ ବେହେରା ଚୋରାକାଠ ଚାଲାଣ କରୁଥିବା ଅଭିଯୋଗ ଆଣିଛନ୍ତି...

facebook-1
ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ମାଗିଲେ ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ମଗାଯାଉଛି ଲାଞ୍ଚ  । ଏପରି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜ ଫେସବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ  ରଖିଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ...

34343434
ଲେବର ରୁମ୍‌ରୁ ଫେରାଇ ଦେଲେ ଡାକ୍ତର, ଫୁଟ୍‌ପାଥରେ ପ୍ରସବ

ଭୁବନେଶ୍ୱର: ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଆଣିଛନ୍ତି 5-T । ହେଲେ ଏହି 5-T କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ଦେଖିବା ପାଇଁ  ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀ ରାଜ୍ୟ ସାରା ବୁଲୁଛନ୍ତି। ବିଭିନ୍ନ ଜିଲ୍ଲା ହସ୍ପିଟାଲ ବୁଲି ସ୍ୱାସ୍ଥ୍ୟସେବା କିପରି ଚାଲିଛି...

556656575
ସାବାସ୍‌ ସାଙ୍ଗ! ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲା ଜୀବନ

କେନ୍ଦ୍ରାପଡ଼ା: ୟାକୁ କହନ୍ତି ସାଙ୍ଗ । ଛୋଟ ପିଲାଟିଏ, ତଥାପି ଯେମିତି ବୁଝିଛି ସାଙ୍ଗର ମୂଲ୍ୟ, ଭଲପାଇବା, ସାଙ୍ଗ ପ୍ରତି କର୍ତ୍ତବ୍ୟବୋଧ। ସେଥିପାଇଁ ତ ମୃତ୍ୟୁକୁ ଭୟ ନ କରି ବୁଡ଼ି ଯାଉଥିବା ସାଙ୍ଗକୁ ଉତ୍ତାଳ ସମୁଦ୍ର ଭିତରୁ ଟାଣି ଆଣିଥିଲା। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ...

4353435
ଅନ୍‌ଲାଇନ୍‌ ସପିଂ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଗାଏବ ହୋଇପାରେ ଟଙ୍କା

ରାଉରକେଲା: ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି କି ? ସାବଧାନ, ଏମିତି ବି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇ ପାରେ। ରାଉରକେଲା ବିଶ୍ରା ଅଞ୍ଚଳର ଜଣେ ଯୁବତୀଙ୍କ ଠାରୁ ଅନଲାଇନ ଲୁଟେରା ଲୁଟିନେଇଛନ୍ତି ୫୦ ହଜାର ଟଙ୍କା।   ଡିଟିଡିସି କୋରିଅର କମ୍ପାନୀ ନାଁରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଯୁବତୀଙ୍କ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।