ଭୁବନେଶ୍ୱର: ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ। ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଆୟୋଜିତ...
ଭୁବନେଶ୍ୱର: ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଦିଆଗଲା ଅଧିକ କ୍ଷମତା। IPC ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍ଡାଉନ୍ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା...
ନୂଆଦିଲ୍ଲୀ: ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କଲେଜ ଗୁଡ଼ିକ ଲକଡାଉନ୍ ବେଳେ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ...
ନୂଆଦିଲ୍ଲୀ:ପଇସା ପାଇବାର ଲା଼ଳସା କାହାର ବା ନାହିଁ ! ୫୦ ପଇସାର କଏନ୍ଟିଏ ରାସ୍ତାରେ ପଡ଼ିଥିଲେ ବି ଛାଡି ଆସିବାକୁ ମନ ହୁଏନି। ହେଲେ ଏବେ ଲାଗୁଛି ଯେମିତି ଟଙ୍କାର ଲୋଭ ମଣିଷ ମନରୁ ପୋଛି ହୋଇଯାଇଛି। ରାସ୍ତାରେ ଟଙ୍କା ଉଡୁଥିଲେ ବି ଧରିବାକୁ ହାତ ଯାଉନି ।...
ନୂଆଦିଲ୍ଲୀ: କରୋନା ସଂକଟରେ ବିଗିଡ଼ିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । NHB, ନାବାର୍ଡ, ସିଡବିକୁ ମୋଟ ୫୦ ହଜାର କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ୫୦ ହଜାର କୋଟି ଟଙ୍କାର ପ୍ୟାକେଜରୁ ନାବାର୍ଡକୁ...
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ବୁଧବାର ଓ ଗୁରୁବାର ଦୁଇ ଦିନ ହେଲା କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ବଢିନି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ,...
ନୂଆଦିଲ୍ଲୀ:କୋଭିଡ୍-୧୯ ଲକଡାଉନ୍ ସମୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ଟଙ୍କା ଫେରାଇବାକୁ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ। ଯଦି କୌଣସି ଯାତ୍ରୀ ଟଙ୍କା ଫେରାଇବାକୁ ଦାବି କରନ୍ତି, ତେବେ ବିନା ବାତିଲ୍ ଶୁଳ୍କରେ ଟଙ୍କା ଫେରାଇବାକୁ ଡିଜିସିଏ କହିଛନ୍ତି। ମାର୍ଚ୍ଚ ୨୫ରୁ...
କୋରାପୁଟ: କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାରେ ଛେପ ପକାଇବାକୁ ବାରଣ କରାଯାଇଛି। କାରଣ ଛେପରେ ସଂକ୍ରମଣର ଭୟ ରହିଛି। ତେଣୁ ଖୋଲା ସ୍ଥାନରେ କିମ୍ବା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ବାରଣ କରାଯାଇଛି। ପୂର୍ବରୁ ବ୍ରହ୍ମପୁରରେ ଏ ନେଇ କଟକଣା ଜାରି କରାଯାଇଥିବାବେଳେ ଗତକାଲି ଭଦ୍ରକ...
ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ରାଜ୍ୟର ୬୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାର ଅଛନ୍ତି ୪୬ ଜଣ । ଏହାକୁ ଦୃଷ୍ଟିରେ ରଖି ବୁଧବାର ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟ୍ସ୍ପଟ୍ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ଏହି ହଟସ୍ପଟ ଅଞ୍ଚଳରେ ୨ୟ ...
ଭଦ୍ରକ: ସର୍ବସାଧାରଣ ସ୍ଥାନ ବା ଖୋଲା ଜାଗାରେ ଛେପ ପକାଇବା ପୂର୍ବରୁ ଏଣିକି ସାବଧାନ ହୁଅନ୍ତୁ। କାରଣ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ...
କରଞ୍ଜିଆ: କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମୟରେ ଅନେକ ରାଜ୍ୟର ସୀମା ସିଲ୍ କରାଯାଇଛି। ଲକଡାଉନ ନିୟମ ମାନିବାକୁ ନିୟମ କଡାକଡି କରାଯାଇଛି। ହେଲେ କେତେକ ଲକ୍ଡାଉନ ନିୟମ ଉଲ୍ଲଘଂନକାରୀଙ୍କୁ ବିରୋଧ କରିବାକୁ ଯାଇ ପୋଲିସ କର୍ମଚାରୀ ଆହତ ଆହତ ହୋଇଛନ୍ତି। ଘଟଣା ଘଟିଛି ଝାଡ଼ଖଣ୍ଡ-ମୟୂରଭଂଜ ସୀମାନ୍ତ...
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୁନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଆଗାମୀ ଦିନରେ...