• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Untitled-1
ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ, ରାସ୍ତାରେ ଯୋଗ କରାଇଲା ପୋଲିସ

ପୁଣେ: ଦେଶରେ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରଯାଇଛି। ଲକ୍‌ଡାଉନ ଗାଇଡ୍‌ଲାଇନ କଡାକଡି କରାଯାଇଛି । ଏପରିସ୍ଥିତିରେ ଯଦି ଗାଇଡ଼ଲାଇନ ଭାଙ୍ଗିବା କଥା ଚିନ୍ତା କରୁଥାନ୍ତି ତେବେ ସାବଧାନ। କାରଣ ଧରପଡିଲେ, ପୋଲିସ ହାତରେ ହଟହଟ୍ଟା ହେବେ ।  ଲକଡାଉନ ନିୟମ ଭାଙ୍ଗିଥିବା ଜଣେ ବ୍ୟଙ୍କିଙ୍କୁ ପୋଲିସ କେମିତି...

bapa
ଗାଡ଼ି ଛାଡ଼ିଲାନି ପୋଲିସ, ରୋଗୀଣା ବାପାଙ୍କୁ କୋଳରେ ଧରି ଚାଲିଚାଲି ଗଲେ ପୁଅ

ଥିରୁବନନ୍ତପୁରମ୍‌: ଲକ୍‌ଡାଉନ ସମୟର ଦୁର୍ଦ୍ଦଶା ସମସ୍ତେ ଭୋଗୁଛନ୍ତି। ଏଭଳି ଦୁର୍ଦ୍ଦଶାର ଚିତ୍ର ଅନେକ ସମୟରେ ସୋଶାଲ ମିଡିଆରେ  ଭାଇରାଲ ହେଉଛି। ବୁଧବାର ଥିରୁବନନ୍ତପୁରମ୍‌ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଓଦା କରି ଦେଇଛି । ଘଟଣାଟି କେରଳର କୋଲ୍ଲମର କୁଲାଥୁପୁଜ ଅଞ୍ଚଳର। କୋଲ୍ଲାମର...

PPE
ଚୀନ ପଠାଉଥିବା ମେଡିକାଲ କିଟ୍‌ ବ୍ୟବହାର ଉପଯୋଗୀ ନୁହେଁ

ନୂଆଦିଲ୍ଲୀ:କରୋନା ବିରୋଧରେ ଲଢ଼େଇ ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ ‍ବା ପିପିଇର ଅଭାବ ଦୂର କରିବା ପାଇଁ ସରକାର ଚୀନରୁ ମଗାଇଛନ୍ତି କିଟ୍‌। ତଥାପି ଏହି ସମସ୍ୟାରୁ ମୁକ୍ତି ମିଳିବ ନାହିଁ। କାରଣ ଚୀନରୁ ଆସୁଥିବା ଏହି ଉପକରଣରୁ ଅନେକ ବ୍ୟବହାର ଉପଯୋଗୀ ହେଉ ନ ଥିବା...

containment-zone
କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆହୁରି କଡାକଡି ହେବ କଟକଣା

ଭୁବନେଶ୍ୱର: କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ସରକାର ଜାରି କଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା। ଏ ନେଇ ପୋଲିସ ଡିଜି, ସମସ୍ତ ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ, ପୋଲିସ କମିଶନର, ସବୁ ମ୍ୟୁନିସିପାଲ କମିଶନର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ...

rice
‘ରାସନ କାର୍ଡ ପାଇନଥିବା ଲୋକଙ୍କୁ ଚାଉଳ, ଡାଲି ଦିଅ’

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନଥିବା ଗରିବ ଓ ନିସ୍ୱ ପରିବାରକୁ ମାଗଣାରେ ଚାଉଳ ଓ ଡାଲି ଯୋଗାଇ ଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଲକଡାଉନ ଯୋଗୁଁ ଅନେକ...

whatsappppp
୧୯ ତାରିଖରୁ ହ୍ୱାଟସ୍‌ଆପ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ଜାରି  ହୋଇଛି ୨ୟ ପର୍ଯ୍ୟାୟ ଲକଡାଉନ୍। ଲକ୍‌ଡାଉନ ସମୟରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି। ତେଣୁ ଏହି ସମୟରେ ହ୍ୱାଟସ୍‌ଆପ୍‌ ଜରିଆରେ ପାଠ ପଢ଼ିବେ ରାଜ୍ୟର ଛାତ୍ରଛାତ୍ରୀ । ଶିକ୍ଷା ସଂଯୋଗ ନାମକ ଏକ ହ୍ୱାଟସ୍‌ଆପ୍ ଗ୍ରୁପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ...

highcourt
୨୦ ତାରିଖରୁ ଦୈନିକ ଏକ ଘଣ୍ଟା ଖୋଲିବ କୋର୍ଟ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଲକ୍‌ ଡାଉନ ଘୋଷଣା କରାଯାଇଛି। ସାରା ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଲାଗି ରହିବ। ଏଥିପାଇଁ ସରକାରୀ, ବେସରକାରୀ ସ୍ତରରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି। ବିଶେଷକରି କୋର୍ଟ କାମ ପାଇଁ ଲୋକେ ଅସୁବିଧାର...

shalini-pandit
କୋଭିଡ-୧୯ ସଂକ୍ରମଣରେ ଓଡ଼ିଶାର ସ୍ଥାନ ୧୯

ଭୁବନେଶ୍ୱର: ସାରା ବିଶ୍ୱ ଏପରିକି ସମଗ୍ର ଦେଶରେ କରୋନା ସଂକ୍ରମଣ ହାର ମାର୍ଚ୍ଚ ୨୫ତାରିଖ ପରଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ବି କରୋନା ପାଖରେ ଯେମିତି ହାର ମାନି ଯାଇଛି। ଦିନକୁ ଦିନ ଏଠାରେ ମୃତକଙ୍କ ସଂଖ୍ୟା ବଢି ଚାଲିଛି।...

china
ଚୀନକୁ ଫେରୁଛି କରୋନା !

ବେଜିଂ: କରୋନା ଭାଇରସର ଉତ୍ପତିସ୍ଥଳ ଚାଇନା । ହେଲେ ଏହି ଭାଇରସ ଆଜି ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚୀନର ଉହାନରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।  ଉହାନ ସହରରୁ ଲକଡାଉନ ହଟିଛି । ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ହେଲେ...

moonsoon
ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ

ନୂଆଦିଲ୍ଲୀ: ଦେଶରେ ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ସକ୍ରିୟ ରହିବ ଓ  ବର୍ଷା ସ୍ୱାଭାବିକ ହେବ। ହେଲେ ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।