ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦଙ୍ଗା ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି। ଦଙ୍ଗା ରାଜଧାନୀ ୱାଶିଂଟନ...
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଏକାଠି କାମ କରୁ କରୁ ମନ ଦେଇଦେଲେ। ଆଉ ତା’ପରେ ଦୁହଁ ଦୁହିଁଙ୍କ ସୁଖଦୁଃଖର ସାଥୀ ପାଲଟିଗଲେ। ହେଲେ ଜାଣି ନ ଥିଲେ ଏଇ ପ୍ରେମ ଦିନେ ସେମାନଙ୍କ ପାଇଁ ଏମିତି ଦୁର୍ଦ୍ଦିନ ଆଣିଦେବ ବୋଲି। ଏବେ ସେମାନେ ପରିବାର ଲୋକଙ୍କ ପାଇଁ ପର ହୋଇଯାଇଛନ୍ତି।...
ନୀଳଗିରି: ବାଲେଶ୍ୱର ଜିଲ୍ଲା ତେଲିପାଳ ଟିଏମସି ସେଣ୍ଟରରେ କ୍ୱାରେଣ୍ଟିନରେ ରହିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାର ଦୋଷୀ ଦିନକ ପରେ ଜାମିନ୍ ପାଇ ବାହାରେ ବୁଲୁଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ପୀଡ଼ିତା ଯୁବତୀଜଣକ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି। ଏହାର ଭିଡିଓ ଭାଇରାଲ...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୪୮ .୧୯ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏପ୍ରିଲ ୧୫ରେ ଆରୋଗ୍ୟ ହାର ୧୧.୪୨...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟଶ ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଥିବାବେଳେ ଭାରତ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ରାଷ୍ଟ୍ରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟାରେ ୮ ହଜାର ୩୯୨ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି...
ୱାଶିଂଟନ: ମେ’ ୨୫ରେ ମିନେପୋଲିସ୍ରେ ପୁଲିସ୍ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁପରେ ଆମେରିକାରେ ବିକ୍ଷୋଭ ନିଆଁ ତେଜିବାରେ ଲାଗିଛି। ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ହ୍ୱାଇଟ୍ ହାଉସ୍ ବାହାରେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ପୁଲିସ୍ ଓ...
ଚେନ୍ନାଇ: ଗାଡ଼ି ଚୋରି ଆମ ଦେଶରେ ନୂଆ ନୁହେଁ। ହେଲେ ଥରେ ଭାବନ୍ତୁ ତ, ଗାଡ଼ି ଚୋରି ହୋଇଯାଇଥିବ, ଆଉ କିଛି ଦିନ ପରେ କୋରିଅରରେ ଆସି ଘରେ ପହଞ୍ଚିଯିବ ! ଅସମ୍ଭବ । କାରଣ ଏମିତି ଭଦ୍ର ଚୋର କେହି ନାହିଁ , ଯିଏ ଗାଡ଼ି ଚୋରି...
ଭୁବନେଶ୍ୱର: ମେ ୩୧ ତାରିଖରେ ଲକ୍ଡାଉନ୪.୦ ଶେଷ ହେବା ପରେ ଆଜି ଓଡ଼ିଶାରେ ଜାରି ହୋଇଛି ନୂଆ ଲକ୍ଡାଉନ ଗାଇଡଲାଇନ। ଏହି ଗାଇଡଲାଇନ ଅନୁସାରେ ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ମନା କରାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ...
ନୂଆଦିଲ୍ଲୀ:ସୋମବାରଠାରୁ ଏଲ୍ପିଜି ଗ୍ୟାସ୍ ଦର ବଢିଛି। ଲଗାତାର ତିନିମାସ LPG ଦର କମିବା ପରେ ଏବେ ମେଟ୍ରୋ ସିଟିମାଙ୍କରେ ଏହାର ଦର ସର୍ବାଧିକ ୩୭ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍ରେ ବୃଦ୍ଧି ପାଇବାରୁ ଭାରତରେ ମଧ୍ୟ ରୋଷେଇ...