• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

raja
କରୋନା ଯୋଗୁ ଗଞ୍ଜାମରେ ପାଳନ ହେବନି ରଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜୁନ୍‌ ୧୬ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି।  ରଜରେ ଦୋଳି ଖେଳିବା, ମେଳା ମହୋତ୍ସବ ଓ ଭୋଜି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ସେହିଭଳି ଏହି...

coronaaaa
କରୋନାରେ ଆକ୍ରାନ୍ତ ହେଲେ ପୋଲିସ ହାବିଲଦାର

ମାଲକାନାଗିରି: ରାଜ୍ୟରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଆଜି ମାଲକାନାଗିରିରେ ଜଣେ ପୋଲିସ ହାବିଲଦାର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମାଲକାନାଗିରି ଏସ୍‌ପି ଏନେଇ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ହାବିଲଦାର ଜଣଙ୍କ ମୋଟୁ ବର୍ଡର ଚେକ୍‌ ପୋଷ୍ଟରେ କାର୍ଯ୍ୟ କରୁଥିଲେ। ସେ...

marraie
ପାଳି କରି ଭୋଜିକୁ ଆମନ୍ତ୍ରଣ କରିବା ପାଇଁ ପ୍ରଶାସନଠୁ ଅନୁମତି ମାଗିଲେ ଲୋକେ

ଜଲନ୍ଦର: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଇଛି। ଯଦି କୌଣସି ଶୁଭକାର୍ଯ୍ୟ କରୁଛନ୍ତି। ଯେମିତି ବାହାଘର ଭଳି ଶୁଭ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ...

nepal
ସୀମାରେ ନେପାଳ ପୋଲିସର ଗୁଳିବର୍ଷା; ଜଣେ ଭାରତୀୟ ମୃତ; ୫ ଗୁରୁତର

ନେପାଳ: ପୁଣି ସୀମାନ୍ତରେ ନେପାଳ ଭାରତ ବିରୋଧୀ ମନୋଭାବ ଦେଖାଇଛି। ଭାରତ-ନେପାଳ ସୀମାନ୍ତ  ସୀତାମଢ଼ୀରେ ନେପାଳ ପୋଲିସ ଗୁଳିବର୍ଷା କରୁଛି। ସୀତାମଢ଼ୀର ସୋନବରସା ବର୍ଡରରେ ଥିବା ଜାନକୀନଗର ଗାଁରେ ଏହି ଘଟଣା ଘଟିଛି। ନେପାଳ ପୋଲିସ ଗୁଳିରେ ୫ ଭାରତୀୟ ଗୁରୁତର ହୋଇଛି ।  ଘଟଣାସ୍ଥଳରେ ହଁ ଜଣଙ୍କର...

imran khan
ଇମ୍ରାନ୍‌ କହିଲେ, ଭାରତର ଗରିବଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ଟ୍ୱିଟରରେ ହେଲେ ଏମିତି ଟ୍ରୋଲ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରତ୍ୟେକ ଦେଶ ପାଇଁ ସଙ୍କଟ ଡାକି ଆଣିଥିବାବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ଗରିବ ଲୋକଙ୍କୁ ସହାଯ୍ୟ କରିବା ପାଇଁ କହିଛନ୍ତି। ଇମ୍ରାନ୍‌ ଏହି ଇଚ୍ଛା ଟ୍ୱିଟରେ ସେୟାରେ କରିବା ପରେ ଖୁବ୍ ଟ୍ରୋଲ ହୋଇଛନ୍ତି। ବିଶେଷକରି ଭାରତୀୟ ଟ୍ୱିଟର ୟୁଜର୍ସମାନେ ତାଙ୍କୁ...

ice
ପ୍ରବାସୀଙ୍କ ଦୁର୍ଦ୍ଦଶା: ଦୁଇମୁଠା ଆହାର ପାଇଁ ବିକି ଦେଲେ ଗହଣା

କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି  ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି। ଲକ୍‌ଡାଉନ୍‌ ସମୟରେ...

sarapamnch
ହାର ମାନିଲା ସମ୍ପର୍କ, ପୁଅକୁ କ୍ୱାରେଣ୍ଟିନ୍‌ରେ ରଖିଲେ ସରପଞ୍ଚ

କଳାହାଣ୍ଡି: ପୁଅକୁ ସରକାରୀ କ୍ୱାରେଣ୍ଟିନ ସେଣ୍ଟରେ ରଖିଲେ ମହିଳା ସରପଞ୍ଚ। କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ହାର ମାନିଲା ମାତୃତ୍ୱ । ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି। ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ...

chata
ମେଡିକାଲ ଛାତରୁ ସିମେଣ୍ଟ ପଡି ୨ ଆହତ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ  ଅଘଟଣ ଘଟିଯାଇଛି । ରୋଗୀ ୱାର୍ଡର ଛାତରୁ ସିମେଣ୍ଟ ଖଣ୍ଡ ଖସିପଡ଼ିଛି। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।  ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ପଡ଼ିଥିବା ବେଳେ ଆଉ ଜଣେ ବୃଦ୍ଧଙ୍କ...

mo bus
‘ମୋ ବସ୍‌’ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ

ଭୁବନେଶ୍ୱର: ମୋ ବସ୍‌ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ୨ଟି ରୁଟ୍  ପାଇଁ ଏହି ସେବା ଆରମ୍ଭ କରାଯାଇଛି । ପ୍ରଥମେ ୧୬ ନମ୍ବର ଓ ୨୦ ନମ୍ବର ରୁଟ୍ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। କରୋନା ସମୟରେ ଟଙ୍କା ଦେଣନେଣ...

wife
ସ୍ତ୍ରୀଙ୍କୁ ହେଲା ଜ୍ୱର, କରୋନା ଭୟରେ ଆତ୍ମହତ୍ୟା କଲେ ସ୍ୱାମୀ

ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି...

Moumita B pune chemistry teacher
ଏମିତି ଅଭିନବ ଉପାୟରେ ପାଠ ପଢ଼ାଇଲେ ଶିକ୍ଷୟିତ୍ରୀ, ଫଟୋ ଭାଇରାଲ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି। ଏନେଇ ଶିକ୍ଷକମାନେ ଡିଜିଟାଲ ଲର୍ନିଂକୁ ବ୍ୟବହାର କରି ଅନଲାଇନ୍‌ କ୍ଲାସ୍‌ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଭିଡିଓ କଲିଂକରି ପାଠପଢ଼ାଉଥିବାବେଳେ, ଅନ୍ୟକେତେକ ସ୍ଥାନରେ ରେକର୍ଡିଂ ମାଧ୍ୟମରେ ପାଠପଢ଼ାଯାଉଛି। ଅନ୍‌ଲାଇନ୍‌ରେ ପଢ଼ାଇବା...

prabashiii
ପ୍ରବାସୀଙ୍କ ଲୁହରେ ଭିଜିଲା କ୍ୱାରେଣ୍ଟିନ୍‌ ସେଣ୍ଟର

ପଟ୍ଟାମୁଣ୍ଡାଇ: ସଙ୍ଗରୋଧ କେନ୍ଦ୍ରରୁ ଘରକୁ ବାହୁଡିବା ବେଳେ କାନ୍ଦିଲେ ଅନ୍ତେବାସୀ । କ୍ୱାରେଣ୍ଟିନ ଅବଧି ସାରି କେନ୍ଦ୍ର ଛାଡିବା ବେଳେ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ । କିଏ କାନ୍ଦୁଛି ତ ଆଉ କିଏ ସରପଞ୍ଚଙ୍କୁ କୁଣ୍ଡାଇ ପକାଉଛି । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ...