• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nayaada
ଘର ଆଗରେ କଣ୍ଟା, ଦୋକାନକୁ ଗଲେ ଖାଲି ହାତରେ ଫେରାଉଛି ଦୋକାନୀ

ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ । ପୋଖରୀ ଲିଜ୍‌ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। କଥା କଙ୍ଗାରୁ କୋର୍ଟରେ ପହଞ୍ଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରିଦେଇଛନ୍ତି। ଏମିତିକି ଘର ଦୁଆର ମୁହଁରେ କଣ୍ଟା...

susanta
ମାସେ ପୂରିଗଲା, ତଥାପି ଲାଗୁଛି ତୁ ଏଇଠି ଅଛୁ ମୋ ଭାଇ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍‌ ୧୪ରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର...

guri
ଶାହରୁଖ ଖାନ୍‌ଙ୍କ ପତ୍ନୀ ଆଙ୍କିଲେ ଏମିତି ଚିତ୍ର, ୟୁଜରସ୍ କଲେ ଟ୍ରୋଲ୍

ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍‌ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍‌ଡାଉନ୍‌ ସମୟରେ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ...

susanta
ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ମାସେ, ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କଲେ ଅଙ୍କିତା

  ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲା ମାସେ। ଜୁନ୍‌ ୧୪ ଅର୍ଥାତ୍‌ ଆଜି ଦିନରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏନେଇ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ...

frog
ହଠାତ୍‌ ମାଟିତଳୁ ବାହାରିବାକୁ ଲାଗିଲେ ହଳଦିଆ ବେଙ୍ଗ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଛି। ଏମ୍‌ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରୁଛନ୍ତି। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍‌ ହେଉଛନ୍ତି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର...

bidya
ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ଟିଜର୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟିଜର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କର ଚମତ୍କାର ପ୍ରତିଭା ଉପରେ ଆଧାରିତ। ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍‌ କରାଯିବ। ଅସଂଖ୍ୟ ସଫଳତା ହାସଲ କରିଥିବା...