• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

delhi
ଆଇପିଏଲ୍ ଟକ୍କର: ସୁପର ଓଭରରେ କେକେଆରକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବାଜିମାତ୍ କରିଛି। ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ତେବେ ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା। କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ...

vice
ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ରହି ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଉପରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ସାଇ...

puri
ପୁରୀ ଡାକ୍ତରଖାନାରେ ଝଡ଼ାଫୁଙ୍କା

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନାର ବେଡ୍‌ରୁ ନାବାଳିକାକୁ ତଳକୁ ଆଣି ଗୁଣିଆ ଦ୍ୱାରା ଝଡ଼ାଫୁଙ୍ଖା କରାଯାଇଛି। ଗୁଣିଆ ବେଲପତ୍ର, ମନ୍ଦାରଫୁଲ ଦ୍ୱାରା ଝଡ଼ାଫୁଙ୍ଖା କରିବା ପରେ କାଟପାଣି ଦେଇ ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଡାକ୍ତରଖାନା କର୍ମଚାରୀଙ୍କ...

jharsuguda
ଆଜିଠୁ ଝାରସୁଗୁଡ଼ାରୁ ୩ଟି ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେବ। ଘରୋଇ ସଂସ୍ଥା ସ୍ପାଇସ ଜେଟ୍‌ ଏହି ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ୧୮୯ ସିଟ୍‌ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିବ।...

bird
କଟକରେ ବାର୍ଡ ଫ୍ଲୁ: ବତକ ପ୍ରଜନନ କେନ୍ଦ୍ରରେ ମରାଗଲା ବତକ

କଟକ: ବାର୍ଡ ଫ୍ଲୁ ଆଶଙ୍କାରେ ପ୍ରଶାସନ କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡା ମାରିଛି। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି। ବତକ ଓ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହରେ ଭୋପାଳକୁ ନମୁନା ପଠାଯାଇଥିଲା। ଶୁକ୍ରବାର...

congress
 ‘କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ’

ନୂଆଦିଲ୍ଲୀ: କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ। ଆଜି ବିଜୟଓ୍ୱାଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଜନତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ପ୍ରତିଶ୍ରୁତି ଦେଇଛନ୍ତି। କେବଳ କଂଗ୍ରେସ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୁହେଁ...

bjd-join
ବିଜେଡିରେ ଯୋଗ ଦେଲେ ବରଗଡ଼ର ୯ ଜିଲ୍ଲା ପରିଷଦ ସଭ୍ୟ

ପଦମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବିଜେପି ଛାଡ଼ିଥିବା ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଉପସଭାପତି ବିଜେଡିରେ ମିଶିଛନ୍ତି। ଗତକାଲି ବରଗଡ଼ ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ମିଶିଛନ୍ତି। ଗତ ଗୁରୁବାର ବରଗଡ଼ ଜିଲ୍ଲାର ୯ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲା...