• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

election
ପ୍ରକାଶ ପାଇଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା...

IPL-123
ଆଜି ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ରେ ରାଜସ୍ଥାନ ରୋୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ରାତି ୮ଟାରେ ଜୟପୁରରେ ଏହି ମ୍ୟାଚ୍ ଖେଳାଯିବ।  

ipl
ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାମ୍ କୁରାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ୧୪ରନରେ ଦିଲ୍ଲୀକୁ ପରାସ୍ତ କରିଛି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ...

election
ବେଙ୍ଗାଲୁରୁରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ପୁଅ ଅନୀଲ

ଜୟପୁର(ଟି.ଗୌରୀଶଙ୍କର): ବେଙ୍ଗାଲୁରୁରେ ନିର୍ବାଚନ ଲଢୁଛନ୍ତି ଜଣେ ଓଡ଼ିଆ ପୁଅ। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଯୁବକ ରେପାର୍ତ୍ତି ଅନୀଲ କୁମାର। ଜୟପୁର ସହରର ବେଲରୋଡରେ ତାଙ୍କ ଘର।  ଗତ ୪ବର୍ଷ ହେଲା ସେ ବେଙ୍ଗାଲୁରୁରେ ପତ୍ନୀଙ୍କ ସହ...

bjd
ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର: ଏଥର ବିଜେଡି ୩ ଜଣ ନେତାଙ୍କୁ ଟିକେଟ୍‌ ଦେଇନାହିଁ। ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦା। ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଜୟଦେବ ପାଇଁ  ଅରବିନ୍ଦ ଢାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବରୀ...

amara
ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ଯାଜପୁର(ଗୁଲାମ ଗସ୍): ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରାଯାଇଛି। ଦଳ ତାଙ୍କୁ ବଡ଼ଚଣା ଟିକେଟ୍‌ ଦେବା ପରେ ବିଜେଡିର ଶତାଧିକ ଅସନ୍ତୁଷ୍ଟ ଛାମୁଆ ନେତା ଓ କର୍ମୀ ଏକାଠି ହୋଇଥିଲେ। ଚଳିତ ନିର୍ବାଚନରେ ଅମରଙ୍କୁ ଖୋଲାଖୋଲି ବିରୋଧ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ...

bls
ବିଜେଡି ଛାଡ଼ିଲେ ଦୀପକ ମଲ୍ଲିକ ଓ ଯଯାତି ଦାସ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ଦୁଇ ଟାଣୁଆ ନେତା ବିଜେଡି ଛାଡ଼ିଛନ୍ତି। ରେମୁଣାର ଦୀପକ ମଲ୍ଲିକ ଓ ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଯଯାତି ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ୨୦ ବର୍ଷ ଧରି ଦଳରେ ଥିବା ଯଯାତି ବିଜେଡି...

bls
ବସ୍ତାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କୁ ବିରୋଧ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିତ୍ୟାନନ୍ଦ ସାହୁଙ୍କୁ ଟିକେଟ୍‌ ମିଳିବା ପରେ ଆଶାୟୀ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍‌ ଘୋଷଣାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ରଙ୍କ ସମର୍ଥକ ବାଲିଆପାଳ ପାରୁଳିଆ ଛକ ନିକଟରେ ସାଂସଦ ରବୀନ୍ଦ୍ର କୁମାର...

bjp
ଭବାନୀପାଟଣାରେ ମୋଦି ଓ ଭୁବନେଶ୍ୱରରେ ମାୟାବତୀ କରିବେ ପ୍ରଚାର

ଭୁବନେଶ୍ୱର: ଆଜି ରାଜ୍ୟରେ ଷ୍ଟାର ପ୍ରଚାରକଙ୍କ ଭିଡ଼ ଜମିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ...

Jaundice
ସମ୍ବଲପୁରରେ ବ୍ୟାପିଲା ଜଣ୍ଡିସ୍‌

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ୩୦ ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସମ୍ବଲପୁର ଚନ୍ଦନ ନଗର ଅଞ୍ଚଳର ଜଣେ ମହିଳାଙ୍କ ଜଣ୍ଡିସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଦୂଷିତ ପାଣି ଯୋଗୁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଲୋକେ...