• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

road-block
ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି। ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଜଗତସିଂହପୁର ଥାନା ଛକ ଓ ନାଉଗାଁ ବଜାରରେ ରାସ୍ତାରୋକ କରିଛନ୍ତି। ଏଥିସହ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଅମରେନ୍ଦ୍ରଙ୍କ ସମର୍ଥକମାନେ...

raghu
ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ରଘୁନାଥ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ...

dead-body
ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ

ଚାନ୍ଦବାଲି(ବାସୁଦେବ ଦାସ):  ଭଦ୍ରକ ଜିଲ୍ଲା ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଳଭଦ୍ରପ୍ରସାଦ ଗାଁର କାର୍ତ୍ତିକ ଭୂୟାଁ। ଗତକାଲି କାର୍ତ୍ତିକ ନାଇଟ୍‌ ଡ୍ୟୁଟି ଯାଉଥିବା ବେଳେ କମ୍ପାନୀ ଗେଟ୍‌ ଠାରୁ  କିଛି ଦୂରରେ...

kjr
ତୀରମାଡ଼ରେ ଯୁବକ ଆହତ

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଡୁଡୁଗାଁରେ ତୀରମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନା ବେହେରା। ମୁନାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତୀରମାଡ଼ର କାରଣ...

accident
କାର୍ ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ

କୋଣାର୍କ(ସଞ୍ଜୟ ପତି): ପିପିଲି-କୋଣାର୍କ ରାସ୍ତାର ବେଗୁନିଆ ଠାରେ କାର୍‌ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟେଳିଆ ଗାଁର ରବୀନ୍ଦ୍ର ଭୋଇ। ରବୀନ୍ଦ୍ର ପେଟଳିଆରୁ ବେଗୁନିଆ ଆସୁଥିବା ବେଳେ କୋଣାର୍କ ଯାଉଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଏନେଇ ଖବର ପାଇ ଅଗ୍ନିଶମ...

accident
ଟାଟା ମ୍ୟାଜିକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ,୩ ଆହତ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଟିକରପଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଗୋଲକ ମହାନ୍ତି। ତାଙ୍କ ଘର ଟିକରପଙ୍ଗାରେ। ଗୁରୁତର ଆହତଙ୍କୁ ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି...

thunder
ଆଜି ଓ କାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏଭଳି ପାଗ...

money
ବିଭିନ୍ନ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ବିପୁଳ ଟଙ୍କା ଜବତ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଜାର ଛକରୁ ପୁଲିସ୍‌ ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ୍ ଥିବା ଗାଡିଟି କେନ୍ଦୁଝରରୁ କୋଲକାତା ଯାଉଥିବା...

amit
ଉମରକୋଟ ଆସିବେ ଅମିତ ଶାହ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଆସୁଛନ୍ତି। ଦଳୀୟ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ପାଇଁ ସେ ପ୍ରଚାର କରିବେ। ଦିନ ସାଢ଼େ ଗୋଟାଏରେ ବିଜୁ ପଟ୍ଟନାୟକ ଷ୍ଟାଡିଅମରେ ସେ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହି ସଭାରେ ରାଷ୍ଟ୍ରୀୟ ଉପସଭାପତି...

IPL
ଆଜି ଆଇପିଏଲ୍‌ରେ ହାଇଦ୍ରାବାଦ-ବାଙ୍ଗାଲୋର ଓ ଚେନ୍ନାଇ-ରାଜସ୍ଥାନ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା ରାଜସ୍ଥାନ ରୟାଲ୍‌ସ...