• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

puri
କଡ଼ା ସୁରକ୍ଷା ସତ୍ତ୍ୱେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମନ୍ଦିରର ଗ୍ରୀଲ୍ କାଟି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ସବୁ ଦୁର୍ବୃତ୍ତ ନେଇ ଯାଇଛନ୍ତି। ଏହା ସହିତ ସୀତାଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ନେଇ ଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ...

BJP
ରାଜ୍ୟ ସରକାର ସହଯୋଗ କରୁନାହାନ୍ତି, ତଥାପି ମୁଁ ନବସି ଆପଣଙ୍କ ପାଇଁ କାମ କରୁଛି: ମୋଦି

ଭୁବନେଶ୍ୱର: ଏକ ନୂଆ ଓଡ଼ିଶା ଗଠନ ପାଇଁ ବିଜେପିକୁ ଭୋଟ୍‌ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ନବୀନ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ଭୋଟରଙ୍କୁ କହିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏପରି...

10Flags
ସବୁ ଦଳରେ ଛକାପଞ୍ଝା: ବଳକା ଆସନରେ କେଉଁ ଦଳ କାହାକୁ କରିବ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ପ୍ରାର୍ଥୀ ଘୋଷଣାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗି ରହିଛି। ଏବେ ବି ତିନି ପ୍ରମୁଖ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡି ଏଯାଏ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।...

firing
କନ୍ତଳବାଇ ଗାଁରେ ରାଜନୈତିକ ହିଂସା: ଗୁଳିମାଡ଼ରେ ଦୁଇ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ନିର୍ବାଚନ ତାତି ବଢ଼ିବା ସହିତ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ ଗୁଳିକାଣ୍ଡ ହୋଇଛି। ଗତକାଲି ରାତିରେ ହୋଇଥିବା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କନ୍ତଳବାଇ...

train
ବଗି ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍

କଟକ(ଗୌତମ ପଣ୍ଡା):ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି ପୋଲ ଉପରେ ଟ୍ରେନଟି ଅଟକି ରହିଥିଲା। ଭୁବନେଶ୍ୱର ନୂଆଦିଲ୍ଲୀ ଏକ୍ସପ୍ରେସର ବି-୩, ବି-୪  ବଗି ଇଞ୍ଜିନ ଠାରୁ ଅଲଗା ରହିଯାଇଥିଲା। ଖବର ପାଇ...