• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

naveen
‘ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ’

ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଭଳି ରେଜଲ୍ଟ ହେବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ।” ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଓଡ଼ିଶାରେ ତ୍ରିପୁରା ଭଳି ମ୍ୟାଜିକ୍ ହେବ। ...

congress
କଂଗ୍ରେସ ଭବନରେ ଟଣାଓଟରା ଘଟଣା: ତଦନ୍ତ କମିଟି ଗଠନ କଲେ ପିସିସି ସଭାପତି

ଭୁବନେଶ୍ୱର: ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟଣା ଓଟରା କରିବା ଘଟଣାର ତଦନ୍ତ କରାଯିବ। ଗତକାଲିଠାରୁ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଥିବା ସୁମିତ୍ରା ଜେନାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରିଛନ୍ତି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ସୁମିତ୍ରା କହିଛନ୍ତି,“ ପିସିସି ସଭାପତି ଏକ...

train
ତାପ୍ତି-ଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍‌ଚ୍ୟୁତ, ୪ ଆହତ

ନୂଆଦିଲ୍ଲୀ: ବିହାର ଛାପ୍ରା ଜିଲ୍ଲାର ଗୌତମସ୍ଥାନ ନିକଟରେ ତାପ୍ତି-ଗଙ୍ଗା ଏକ୍ସପ୍ରେସ୍‌ର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନଟି ଛାପ୍ରାରୁ ସୁରତ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ...

bhadrak
ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା: ଭଦ୍ରକରୁ ଲଢ଼ିବେ ଅଭିମନ୍ୟୁ

ଭୁବନେଶ୍ୱର: ଆଜି ବିଜେପି ୧୧ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୟୂରଭଞ୍ଜ  ଲୋକସଭା ଆସନ ପାଇଁ ବିଶ୍ୱେଶ୍ୱର ଟୁଡୁ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ ଓ ଯାଜପୁର ପାଇଁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ,...

bijaya
୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର:  ଆଜି ବିଜେପି ଆଉ ୧୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆନନ୍ଦପୁରରୁ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନୀଳଗିରିର ବିଧାୟକ ସୁକାନ୍ତ ନାୟକଙ୍କୁ ସେହି ଆସନରୁ...

carsh
ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ ୨୭ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢୁଆ ବିମାନ ମିଗ୍ ୨୭ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ରାଜସ୍ଥାନର ଯୋଧପୁରରୁ ନିୟମିତ ଉଡ଼ାଣ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିରୋହି ଜିଲ୍ଲାରେ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ ।

delhi
ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ରେକର୍ଡ ସୃଷ୍ଟି କଲା ସେୟାର ବଜାର

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି। ଆଜି ସେନ୍‌ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି। କାରବାର ଆରମ୍ଭରୁ ସେନ୍‌ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି।...

modi
ଆସନ୍ତା ୬ରେ ପୁଣି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବେ। ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆସନ୍ତା ୨...