ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଏନେଇ ବିସ୍ତୃତ ସୂଚନା ବା ପୂର୍ବାନୁମାନ ଆସିନାହିଁ। ପୂର୍ବରୁ...
ଆପଣ ହୃଦୟ କିଣିବାକୁ ଚାହୁଁଛନ୍ତି କି ? ଏଣିକି କିଣି ପାରିବେ ? କିନ୍ତୁ ପ୍ରାକୃତିକ ହୃଦୟ ନୁହେଁ, କୃତ୍ରିମ ହୃଦୟ କିଣିପାରିବେ। ୟୁରୋପୀୟ ରେଗୁଲେଟରମାନେ କୃତ୍ରିମ ହୃଦୟ ବିକ୍ରିକୁ ଅନୁମୋଦନ କରିଛନ୍ତି। କାର୍ମାତ ନାମକ ଏକ କମ୍ପାନୀ ଏହି ହୃଦୟ…
ଭୁବନେଶ୍ୱର: ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷିବ। ସେହିପରି କାଲି ୧୪ ଜିଲ୍ଲାକୁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା:- ନବରଙ୍ଗପୁର, କୋରାପୁଟ,...
ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ନେଇ ତେଜୁଛି ବିବାଦ। ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ୨୭ ଦିନ ଧରି ପୁରୀରେ ଧାରଣା ପରେ ଜିଲ୍ଲା ପ୍ରଶାସନ ନଶୁଣିବାରୁ ଦଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି। ଏନେଇ ନବୀନଙ୍କୁ ସ୍ମାରକପତ୍ର ଦେବା ପାଇଁ ବିଧାୟକ ଜୟନ୍ତ...
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ୨ ଲକ୍ଷ ୩୮ ହଜାର ୫୩୫ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ...
କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାଳିଆବୁଦା ଶ୍ମଶାନକୁ ମଧ୍ୟ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଏଭଳି...
ମୋହନା: ସାନଖେମୁଣ୍ଡିର ତପ୍ତପାଣି ଘାଟିରୁ ଓଲଟିଲା ବସ୍। ପାଳୁଖୋଳା ନିକଟରେ ୟୁ ଟର୍ଣ୍ଣ ନେବା ବେଳେ ଓଲଟି ପଡିଲା। ବସ୍ରେ OJEE ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଖୋର୍ଦ୍ଧା ଆସୁଥିଲେ। ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଞ୍ଚଳରୁ ଆସୁଥିଲେ। ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ...
କୃଷ୍ଣପ୍ରସାଦ: ଚିଲିକାରେ ଯାତ୍ରୀମାନଙ୍କ ଯାଆସ ପାଇଁ ଥିବା ଦ୍ୱିତୀୟ ଭସାପୋଲ ଏବେ ପାଣିରେ ବୁଡ଼ିଗଲା। ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ଚିଲିକାରେ ଦ୍ୱିତୀୟ ଭସାପୋଲ ସେପ୍ଟେମ୍ବର ୧୫ ତାରିଖରେ ପ୍ରଚଳନ କରାଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୨ମାସ ନପୁରୁଣୁ ଚିଲିକାର ଜହ୍ନିକୁଦା ଘାଟରେ ଏହି ଭସାପୋଲ ସେବା...
ବ୍ରଜରାଜନଗର: ଜିଅନ୍ତା ଜଳିଗଲେ ଦମ୍ପତି। ରାମପୁରରେ କୋଇଲା ଚୁଲାରୁ ନିଆଁ ଲାଗି ପୋଡ଼ିଗଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ରାମପୁର ଠାରେ ଥିବା ଗିରିବର ଦାଶ(47)ଙ୍କ ପତ୍ନୀ ଗୀତା ଦାଶ ଆଜି...
ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧୧୦୪ ଛୁଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform the demise of fifteen #COVID19 positive patients...
ବ୍ରହ୍ମପୁର: ଛୋଟ ପୁଅର ଜୀବନ ବଞ୍ଚାଇବା ପାଇଁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସଂଘର୍ଷ। ପିଲାର ଦେହ ଅସୁସ୍ଥ ହେବାରୁ ଔଷଧ ଆଣିବା ପାଇଁ ପ୍ରଖର ସ୍ରୋତ ମଧ୍ୟରେ ପୁରା ପରିବାର ଏବଂ ସମ୍ପର୍କୀୟ ଉଛୁଳା ନଦୀ ପାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ...
ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଜଣକ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛ। ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଛି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର...
ଭୁବନେଶ୍ୱର: କୋଭିଡ-୧୯ ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍। ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮...
ଭୁବନେଶ୍ୱର: ଅବହେଳା କଲେ କରୋନା ସଂକ୍ରମଣ ବଢ଼ିବ। ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ସଂକ୍ରମଣ ହାର କମିବା ଆରମ୍ଭ କରିଛି। ଏଭଳି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ସେପ୍ଟେମ୍ୱର ୧୧ ତାରିଖରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪ହଜାର ୨୦୦ ସଂକ୍ରମିତ ହେଉଥିଲେ, ହେଲେ...
ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇନେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବାଣୀବିହାର ଛାତ୍ର ସଂଗଠନ। ବାଣୀବିହାର ଛାତ୍ର ସଂଗଠନ ପକ୍ଷରୁ ପ୍ଲାକାର୍ଡ ଦେଖାଇ ଘଟଣାର ପ୍ରତିବାଦ କରାଯାଇଛି। We stand with OTV ଅର୍ଥାତ ଆମେ ଓଟିଭି ସହ ଅଛୁ, ସାମ୍ବାଦିକଙ୍କ ଉପରେ...
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଓ ଫାଟକ ବାହାରେ ଡେରା ପକାଇଛି ପୋଲିସ ଗତକାଲି ଅପରାହ୍ନରୁ ଆଜି ସୁଦ୍ଧା ପ୍ରାୟ ୨୪ ଘଣ୍ଟା ବିତିବାକୁ ବସିଲାଣି। ହେଲେ ପୋଲିସ ଓଟିଭି କ୍ୟାମ୍ପସ୍ ଛାଡ଼ି ଯାଉନି ବିନା ଓ୍ୱାରେଣ୍ଟ କି ନୋଟିସ୍ କିଛି ବି ନଥାଇ ପୋଲିସ ଦୁଇ...
ଭୁବନେଶ୍ୱର: ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି, ବିଜେପି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ, ବିଧାୟକ ସାମିଲ ହୋଇଛନ୍ତି। ବିଜେଡିର ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ରହିଛନ୍ତି।...
ହାଇଦ୍ରାବାଦ: ସେ ଗୋଟିଏ ରାଜ୍ୟର ରାଜ୍ୟପାଳ। ରାଜ୍ୟର ପ୍ରଥମ ନାଗରିକ। କିନ୍ତୁ ରୋଗୀ ସେବାରେ ବ୍ରତୀ ହୋଇଛନ୍ତି। ତାହା ପୁଣି ବିପତ୍ତି ସମୟରେ। ସେ ହେଉଛନ୍ତି ତେଲଙ୍ଗାନା ରାଜ୍ୟପାଳ ଡକ୍ଟର ତାମିଲିସାଇ ସୌନ୍ଦରରାଜନ। ବିପତ୍ତି ସମୟରେ ରୋଗୀ ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ମହିୟସୀ ମହିଳା।...