• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

workd-band3
ଆସୁଛି ମହାସଙ୍କଟ ! ଅଧାରୁ ପାଠ ଛାଡ଼ିପାରନ୍ତି ୫୫ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୋଗୁଁ ସ୍କୁଲ 7 ମାସ ବନ୍ଦ, ଅନ୍ୟପଟେ ଅନଲାଇନ୍‌ରେ ପଢ଼ା ବି ନାହିଁ। ତେଣୁ ପିଲାଟି ପାଠ ଜାଣିବ ବା କେମିତି ? ଅବସ୍ଥା ଆହୁରି ଚିନ୍ତାଜନକ କନ୍ଧମାଳ ଜିଲ୍ଲା ଦାସୀକେତା ଗାଁର। ଏହି ପିଲାମାନଙ୍କର ୬ଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଦାରିଙ୍ଗିବାଡ଼ି...

rape
ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ !

କଟକ: ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ। ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ। ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ।ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା...

bjd
ବାଲେଶ୍ୱର ବିଜେଡିରେ ବିଦ୍ରୋହ ଭଳି ସ୍ଥିତି !

ଭୁବନେଶ୍ୱର: ବିକ୍ଷୋଭ, ପାଟିତୁଣ୍ଡ ଆଉ ନାରାବାଜି। ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ସମର୍ଥକ। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି, ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଉପୁଜିଛି ଏଭଳି ସ୍ଥିତି। ଗତକାଲି ବିଳମ୍ବିତ ରାତି ଯାଏଁ ରବୀନ୍ଦ୍ରଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଆଜି...

thunder
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶା ଉପରୁ ଅବପାତ ପ୍ରଭାବ ଯାଇଥିଲେ ତେବେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କାଲି ଯାଏ ପ୍ରବଳ ବର୍ଷିବ। ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ବର୍ଷା ସମ୍ଭାବନା ନେଇ କାଲି ପର୍ଯ୍ୟନ୍ତ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ...

rape
କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

କଟକ: କଟକ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ପ୍ରାଥମିକ ତଦନ୍ତ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସନ୍ଧାନ ଏବେ ପୋଲିସ୍ କରୁଛି। ଏକ ସ୍ପେଶାଲ ଟିମ ଗଠନ କରି...

lekhashree
''ଅଜ୍ଞାତବାସରେ ମୁଖ୍ୟମନ୍ତ୍ରୀ, ନ୍ୟାୟ ମିଳିବ କେମିତି?''

କଟକ: କଟକରେ ଜଣେ ନାବାଳିକାଙ୍କୁ ୨୨ ଦିନ ଧରି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କଟକ ଭଳି ଜାଗାରେ ୨୨ ଦିନ ଦୁଷ୍କର୍ମ କରାଗଲା କିନ୍ତୁ ପୋଲିସ କେମିତି ଟେର ପାଇଲାନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।...

accident
ଟ୍ରେଲର ପଛପଟୁ ପିଟି ହେଲା ଟ୍ରକ, କ୍ୟାବିନ୍ ଭିତରେ ରହିଗଲେ ଡ୍ରାଇଭର

ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି। ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି...

GUN-POINT
ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ସୁଧୀର କରୁଥିଲା ବେପାର !

କଟକ: କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ୍। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଚ ପୋଲିସ୍‌। ମୁଖ୍ୟ ଅଭିଯୁକ୍ତ ସୁଧୀର ସ୍ୱାଇଁକୁ ଗିରଫ କରିବା ସହ ତାର ୩ ଜଣ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ...

mask
ସୁସ୍ଥ ହେଲେ ରାଜ୍ୟରେ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା...

padmalochan
ପରଲୋକରେ ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ଦେହାନ୍ତ। ଶ୍ରୀଜଗନ୍ନାଥ ମନ୍ଦିର ବିଶେଷଜ୍ଞ କୋର କମିଟିର ବରିଷ୍ଠ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ୮୦ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ଦେହାନ୍ତ ଘଟିଛି। ହୃଦଘାତରେ ସେ ମୃତ୍ୟୁବରଣ କରିଛନ୍ତି। ସେ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ଣ୍ଣାଙ୍ଗ ମରାମତି କାର୍ଯର ପ୍ରତ୍ୟକ୍ଷ ତଦାରଖ...

malik
୫ କୋଟି ଟଙ୍କା ସଂପତ୍ତିର ମାଲିକ ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର: ହିନ୍ଦୀ ଶିକ୍ଷକ ୫ କୋଟି ଟଙ୍କା ସଂପତ୍ତିର ମାଲିକ। ଏହି ଶିକ୍ଷକ ଜଣକ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନାନନ୍ଦଙ୍କର ମୋଟ ୪...

cm-naveen
'ଆସୁଛି ପାର୍ବଣ ଓ ଶୀତଋତୁ, ଅଧିକ ସତର୍କ ରୁହ'

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବଣ ଓ ଶୀତଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭଲ ପ୍ରଦର୍ଶନ କରୁଛି। କରୋନା...

sarat-kar
ବିୟୋଗ ପରେ ବି ରାଜନେତାଙ୍କୁ ମିଳିଲାନି ଉଚିତ୍ ସମ୍ମାନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା। ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ...

otv
ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ। ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ପୋଲିସ୍ ଉଠାଇ ନେଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୋଲିସ ଉଠାଇ ନେଇଛି। ୪ରୁ ୫ ଜଣ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ଜଣାପଡ଼ିଛି। ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ...

arrest
କଟକ ଗଣଦୁଷ୍କର୍ମ ମାମଲା: ପ୍ରମାଣ ଖୋଜିବ ସାଇଣ୍ଟିଫିକ ଟିମ

କଟକ: ତିର୍ତ୍ତୋଲ ଅଞ୍ଚଳର ଛାତ୍ରୀକୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତକାଲି ରାକେଶ ରାଉତ ନାମକ ଯଣେ ଯୁବକକୁ ଗିରଫ କରାଯାଇଥିବାବେଳେ ଆଜି ଏହି ଘଟଣାର ମୁଖ୍ୟ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।