• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

deeep
ତୀବ୍ର ଅବପାତର ରୂପ ନେଲା ଲଘୁଚାପ, ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବିଶାଖାପାଟଣାରୁ ଦକ୍ଷିଣ ପୂର୍ବ ଦିଗରେ ୨୫୦ କିମି ଦୂରରେ ରହିଛି। କାଲି ସକାଳେ କାକିନାଡ଼ା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦ କିମି ରହିବା ସମ୍ଭାବନା...

economy
ଅର୍ଥନୀତି ପାଇଁ ୨ ଜଣଙ୍କୁ ନୋବେଲ୍

ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଏଥର ଅର୍ଥନୀତି ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବ। ନିଲାମୀ ପ୍ରକ୍ରିୟାର ନୂଆ ଫର୍ମାଟ୍ ପାଇଁ ଏହି ଦୁଇ ଅର୍ଥନୀତି ବିଶାରଦଙ୍କୁ ନୋବେଲ...

sarat-kar
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ପରଲୋକ ନେଇ ଶରତଙ୍କ ପୁଅ ସୁମନ କରଙ୍କ ସୂଚନା ଦେଇଛନ୍ତି। ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ ଶରତ କର। ସେ ଗତ...

petrol-pump
ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, ଦେଖନ୍ତୁ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, କିଭଳି ଥିଲା ବିସ୍ଫୋରଣ ପୂର୍ବର ଦୃଶ୍ୟ, ଏହାର ଟିକିନିକି ଭିଡିଓ କରୁଥିଲେ ବିସ୍ଫୋରଣରେ ମୃତ ସତ୍ୟ ନାୟକ। ଦୁର୍ଘଟଣା ପୂୂର୍ବରୁ କାମ ଚାଲିଥିବା ସ୍ଥାନରୁ ଅନେକ ଛୋଟ ଛୋଟ ଭିଡିଓ କରି ନିଜ ଘରଲୋକଙ୍କ...

cremation
ସତ୍ୟନଗର ଉପରେ ପଡୁଛି ଚାପ, ଭୁବନେଶ୍ୱରରେ ହେବ ଆଉ ୨ ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏଭଳି ବ୍ୟବସ୍ଥା ହୋଇଛି। ଏ ନେଇ ସୂଚନା ଦେଇଛନ୍ତି  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନରଙ୍କ କହିବାନୁସାରେ, କୋଭିଡ଼ କାରଣରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ...

biraja
୧୭ରୁ ମା' ବିରଜାଙ୍କ ରଥଯାତ୍ରା, ଜାରି ହେବ ୧୪୪ ଧାରା

ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ...

mask
ରାଜ୍ୟରେ ସୁସ୍ଥ ହେଲେ ୨୫୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୫୭୭ ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- କଟକ ଜିଲ୍ଲାରୁ...

cyber
ନିଜ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ରୁ ବର୍ତ୍ତିବା ପାଇଁ କଣ କରିବେ?

ଭୁବନେଶ୍ୱର: ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ ଖୋଦ୍ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ଡିଆଇଜିଙ୍କ ନାଁରେ ଖୋଲିଛି ଫେକ୍ ଫେସବୁକ୍ ଆକାଉଣ୍ଟ। ଅର୍ଥାତ୍ ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ଫଟୋ ଓ ପ୍ରୋଫାଇଲ୍ ଥିବା ଏ ଆକାଉଣ୍ଟ ଜାଲ୍। ଏମିତିକି ଏଥିରୁ ଫ୍ରେଣ୍ଡ...

khusooboo
ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ

ନୂଆଦିଲ୍ଲୀ: ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ। ଅଭିନେତ୍ରୀରୁ ନେତ୍ରୀ ବନିଥିବା ଏବଂ ଏକଦା ତାମିଲନାଡୁ କଂଗ୍ରେସର ମୁଖପାତ୍ର ଥିବା ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ିବାର ମାତ୍ର କେଇ ଘଣ୍ଟା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ଖୁସ୍‌ବୁ ଦଳ ଛାଡ଼ି...

flag
ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ୨ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେହିପରି  ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ...

bhubaneswar
ଭୁବନେଶ୍ୱରରୁ ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୯୨, ଲୋକାଲ୍ କେସ୍ ୮୯ ରହିଛି। ସେହିପରି ଆଉ ୩୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly...

high-court
୨୫ ବର୍ଷ ପରେ ହରାଇଥିବା ଚାକିରି ପାଇବେ ଦୋଳମଣି

କଟକ: ୨୫ ବର୍ଷ ପରେ ପୋଲିସ କର୍ମଚାରୀଙ୍କୁ ମିଳିଲା ନ୍ୟାୟ। ଚାକିରୀରୁ ବହିଷ୍କୃତ ହୋଇଥିବା ପୋଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ। ତେବେ ନୋ ଓ୍ୱାର୍କ ନୋ ପେ ନୀତିରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା...

dead-body
ବନ ବିଭାଗ ହେପାଜତରେ ମୃତ୍ୟୁ ! ମେଡିକାଲରେ ଉତ୍ତେଜନା

ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ। ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ କାଠଚୋର ସନ୍ଦେହରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍ ହାଉସ୍...

mock
ସୁନାମି ମୁକାବିଲା ପାଇଁ ମକଡ୍ରିଲ୍, ୬ ଜିଲ୍ଲା ସାମିଲ

ଭୁବନେଶ୍ୱର: ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍‌ଡ୍ରିଲ୍‌ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍‌ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଏହି ମକଡ୍ରିଲ୍‌ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,...

mask
ଦିନକରେ ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।