• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

anup
ଜସଲିନ୍‌ଙ୍କୁ ବିବାହ କଲେ କି ଅନୁପ ଜଲୋଟା?

ବିଗ୍ ବସ୍-12 ଚର୍ଚ୍ଚିତ ଯୋଡ଼ି ଅନୁପ ଜଲୋଟା ଓ ଜସଲିନ୍‌ ମାଥୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରଛିନ୍ତି, ଯାହାକି ନବ ବିବାହିତ ଦମ୍ପତିଙ୍କ ପରି ଦେଖାଯାଉଛନ୍ତି।   View this post...

rain
୨ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲମାର୍କରେ ପରିଣତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତିକରି ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ।...

aparajita
ବିଜେଡି ଅଫିସ୍ କେବେ ସିଲ୍ ହେବ- ଅପରାଜିତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍  ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସ୍ ସିଲ୍ କରାଯିବା ନେଇ ସାଂସଦ ଅପରାଜିତା...

economy
ଟ୍ରାକ୍‌କୁ ଫେରୁଛି ରାଜ୍ୟ ଅର୍ଥନୀତି

ଭୁବନେଶ୍ୱର: କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ରାଜ୍ୟ ଅର୍ଥନୀତି ଏବେ ଟ୍ରାକ୍‌କୁ ଫେରୁଛି। ଲକଡାଉନ୍ ପରେ ପ୍ରଥମ ଥର ପାଇଁ ବଢ଼ିଛି ରାଜ୍ୟର ନିଜସ୍ୱ ଟିକସ ଆୟ। ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍ ତଥ୍ୟରୁ ଏମିତି ସୂଚନା ମିଳିଛି। କେବଳ ସେପ୍ଟେମ୍ୱରରେ ଟିକସ ଆୟ ୧୨ପ୍ରତିଶତ ବୃଦ୍ଧି ହୋଇଛି।...

bhubaneswar
ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୧ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୩, ଲୋକାଲ କଣ୍ଟାକ୍ଟ କେସ୍ ୨୩୮ ରହିଛି। ସେହିପରି ରାଜଧାନୀରୁ ୩୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।...

bhakti
ଭଙ୍ଗା କୁଡ଼ୁଆରେ ଅବଢ଼ା ସେବନ କଲେ ବିଦେଶୀ ଭକ୍ତ

ପୁରୀ: କାଳିଆ ପ୍ରେମରେ ବନ୍ଧା ସାତଦରିଆ ପାର ହୋଇ ପୁରୀ ଆସିଥିବା ଭକ୍ତ। କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଚକା ଆଖିରେ ଆଖି ମିଶାଇପାରୁନି ଭକ୍ତ। ହେଲେ ମନକୁ ଶାନ୍ତି, ଆତ୍ମାକୁ ତୃପ୍ତି ଦେଉଛି ମହାପ୍ରସାଦ। ଯଦିଓ ତାଙ୍କୁ ମନ୍ଦିର ପ୍ରବେଶ ବାରଣ ରହିଛି,...

mask
ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୨୩ ହଜାର ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ଟ୍ୱିଟ୍ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:-...

baghamari
OTVର ବରିଷ୍ଠ ଅଧିକାରୀଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: OTV ନାଁରେ ସାରୁଅ ଜମି ଜବରଦଖଲ ଅଭିଯୋଗ ମାମଲାରେ ବାଘମାରି ଥାନାରେ OTVର ବରିଷ୍ଠ ଅଧିକାରୀଙ୍କୁ ୮ ଘଣ୍ଟା ଜେରା କରିଛି ପୋଲିସ୍। OTV ସିଏଫ୍ଓ, ସାରୁଅ ସାଇଟ୍ ଇନଚାର୍ଜ ଓ ଜଣେ ପୂର୍ବତନ କର୍ମଚାରୀଙ୍କୁ ଜେରା କରାଯାଇଛି। କାଲି OTV ଅଫିସ୍‌କୁ ଆସି ଦୀର୍ଘ ସମୟ...

election
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ଲୋକେ ପଠାଇ ପାରିବେ ଭିଡିଓ

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ CEOଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧତ୍କାରୀ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମ ଭୋଟରଙ୍କୁ ଭେଟିବାକୁ...

heavy-rain
୨୪ ଘଣ୍ଟାରେ ଗଭୀର ଅବପାତ ! ୧୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସକାଳ ୫ଟା ୩୦ରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ରହିଛି। ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ ୪୦୦ କିମି ଦୂରରେ କେନ୍ଦ୍ରୀଭୂତ...

aparajita
ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ପଚାରିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ଅଫିସ ସିଲ୍ ହେବା ପରେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସେ ଜନ ଶୁଣାଣି କରିଛନ୍ତି। ସେ କହିଛନ୍ତି, ଅଫିସ ସିଲ୍ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରାଯିବ। ମୋ ଭିତରେ କ୍ରୋଧ ନାହିଁ, କାହା ପ୍ରତି ନକାରାତ୍ମକ...

bhubaneswar
ଭୁବନେଶ୍ୱରରୁ ୨୯୦ କରୋନା ପଜିଟିଭ ଚିହ୍ନଟ, ୩୫୨ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୯ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୧୧ ରହିଛି। ସେହିପରି ଆଜି ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। Update...

rainfall
ଆସୁଛି ବର୍ଷା, ସତର୍କ ରୁହ: SRC

ଭୁବନେଶ୍ୱର: ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ SRCଙ୍କ ଚିଠି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି...

atm
ଭୁବନେଶ୍ୱର ATM ଲୁଟ୍ ଘଟଣା କିଏ ଦାୟୀ? ପ୍ରତିକ୍ରିୟା ରଖିଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ସମନ୍ୱୟ ଅଭାବରୁ ଲୁଟ୍ ହୋଇଛି। ପଟିଆ ଷ୍ଟେସନ୍ ରାସ୍ତାର ପିଏନବି ATMରୁ ଲୁଟ୍ ଘଟଣାରେ ପ୍ରତିକ୍ରିୟା ରଖିଛି କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ୍‌ ଜୋନ୍-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି ଯେ ବ୍ୟାଙ୍କ, ମେଣ୍ଟେନାନ୍ସ ଓ ଟଙ୍କା ରଖୁଥିବା ସଂସ୍ଥା ମଧ୍ୟରେ ସମନ୍ୱୟ ନଥିଲା। ୯...

corona
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:-...

ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ। ତାଙ୍କ ନାଁରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଖୋର୍ଦ୍ଧା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଜେପି ମିଶ୍ରଣ ପର୍ବରେ ସାଂସଦ ଗାଇଡ ଲାଇନ୍ ମାନି ନାହାନ୍ତି। ବେଗୁନିଆର ପାଟପୁରରେ ମିଶ୍ରଣ ପର୍ବ ବେଳେ ଗାଇଡ୍ ଲାଇନ୍...

loot
ମଲ୍‌ ଆଗରୁ ଝାମ୍ପିନେଲେ ଯୁବତୀଙ୍କ ପର୍ସ ଓ ମୋବାଇଲ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ରସୁଲଗଡ଼ ସ୍ଥିତ ଏକ ମଲ୍ ନିକଟରୁ ଜଣେ ଯୁବତୀଙ୍କ ଠାରୁ ହୋଇଛି ଛିନ୍ତାଇ। ବାଇକ୍‌ରେ ଆସି ପର୍ସ ଓ ମୋବାଇଲ୍ ଝାମ୍ପିନେଇ ଚମ୍ପଟ ମାରିଛନ୍ତି ୨ ଦୁର୍ବୃତ୍ତ। ଏନେଇ ଲୁଟର ଶିକାର ହୋଇଥିବା ଯୁବତୀ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।...

bjd-in
ମୁଁ ରେସ୍‌ରେ ନଥିଲି: ସ୍ୱରୂପ

ଭୁବନେଶ୍ୱର: ବାଲେଶ୍ୱର ସସ୍‌ପେନ୍ସରେ ସର୍‌ପ୍ରାଇଜ୍ ଦେଲେ ବିଜେଡି ସୁପ୍ରିମୋ। ଆଦୌ ଆଲୋଚନାରେ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚର୍ଚ୍ଚାରେ ଅନେକ ନେତା ଥିଲେ ବି ସ୍ୱରୂପଙ୍କୁ ପ୍ରାର୍ଥୀ ଘୋଷଣା କରିଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।