ଭଦ୍ରକ: ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ କଲେ ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ସଦସ୍ୟା ପଶି ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ୨ଜଣ ବ୍ଲକ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୂଚନା ଜାରି ହୋଇଛି। ତେବେ କାର୍ଗୋ ଅପରେସନ ଓ ଅନ୍ୟ କେତେକ ଦେଶଗୁଡ଼ିକୁ ଏୟାର ଟ୍ରାଭେଲ୍ ବବଲ ଏଗ୍ରୀମେଣ୍ଟରେ ଉଡ଼ାଣ କରୁଥିବା ବିମାନ ସେବା...
ଭୁବନେଶ୍ୱର: ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଗାଇଡଲାଇନ ସମସ୍ତେ ମାନିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାରରେ ଲୋକଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି ଯେ ମୋ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। ଆସିବାକୁ ଚାହିଁ ବି କରୋନା ଯୋଗୁ ଆପଣମାନେ...
ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା ସମ୍ପର୍କିତ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି, ୧୫ ଶହରୁ ୧୬ ଶହ ଅର୍ଥାତ୍ ପ୍ରାୟ ୭୫% ହୋମ୍ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ବିଭିନ୍ନ...
ଭୁବନେଶ୍ୱର: ଉପନିର୍ବାଚନ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜେ ଲୋକଙ୍କ ପାଖକୁ ନଯାଇ, ଘରେ ସୁରକ୍ଷିତ ରହି ଭର୍ଚୁଆଲ ରାଲି କରୁଛନ୍ତି। ହେଲେ ନିଜେ ସୁରକ୍ଷିତ ରହି ଲୋକଙ୍କୁ ବିପଦ ମୁହଁକୁ କାହିଁକି ଠେଲି ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପିସିସି...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା...
ପାଟନା: ଗୋଟିଏ ପଟେ ଭୋଟ୍, ଆରପଟେ ହାଇଭୋଲଟେଜ୍ କ୍ୟାମ୍ପେନିଂ। ବିହାର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାରେ ଆଜି ୭୧ଟି ଆସନରେ ମତଦାନ ହୋଇଛି। ତେଣେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଜବରଦସ୍ତ ପ୍ରଚାର ବି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶ କୁମାର...
ପାଟନା: ବିହାର ନିର୍ବାଚନ ପ୍ରଚାରରୁ ଫେରିବା ପରେ ଜଣେ ପରେ ଜଣେ ବିଜେପି ନେତା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶାହନୱାଜ୍ ହୁସେନ୍, ସୁଶୀଲ ମୋଦି, ଦେବେନ୍ଦ୍ର ଫଡନାଭିସଙ୍କ ପରେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରୀନ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ କରି...
ବାଲେଶ୍ୱର: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବାଲେଶ୍ୱର ଓ ଜଗତସିଂହପୁର ଗସ୍ତ ସହ ଦୁଇ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ହୋଇଛି। ବୈଠକରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ ପୂର୍ବକ ସୁରକ୍ଷିତ ଭୋଟଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବାଲେଶ୍ୱରର ସବୁ ବୁଥ୍ରେ ଭୋଟରଙ୍କ...
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ...
ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ। କରୋନା ଅପଡେଟ ନେଇ ସୂଚନା ଦେଇ ସେ କହିଛନ୍ତି ଦେଶରେ ସଂକ୍ରମଣ ଏବଂ ମୃତ୍ୟୁ ହାର କ୍ରମାଗତ କମି...
ପଟନା: ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଓ ପଥର ମାଡ଼ କଲେ ଲୋକେ। ରାଜ୍ୟର ମଦୁବାଣୀ ଜିଲ୍ଲାରେ ହରଲଖିରେ ନୀତୀଶ ଲୋକଙ୍କୁ ସମ୍ବୋଧନ କରୁଥିଲେ। ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ...
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତି ସିଜନ ୧୨ ବିବାଦର ଫସିଯାଇଛି। ଏହି ଶୋ’ରେ ଅମିତାଭ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନକୁ ନେଇ ବିଗ୍ବିଙ୍କ ସମେତ ସୋନି ଟେଲିଭିଜନ୍ ନାଁରେ ଥାନାରେ ମାମଲା ହୋଇଛି। ତାଙ୍କର ଏପରି ପ୍ରଶ୍ନ ହିନ୍ଦୁ...
ନୂଆଦିଲ୍ଲୀ:ପ୍ରେମିକାର ଭାଇଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଫେମସ୍ ୟୁଟ୍ୟୁବର ନିଜାମୁଲ ଖାନ। ଅକ୍ଟୋବର ୨୮ ତାରିଖରେ ଉତ୍ତରପ୍ରଦେଶ ନିଥାରୀବାସୀନ୍ଦା କମଲ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଭଉଣୀ ସହ ନିଜାମୁଲ୍ଙ୍କ ପ୍ରେମ...