ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ୱେବିନାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିର ଅଧିବେଶନରେ କେଉଁସବୁ ପ୍ରସଙ୍ଗକୁ ନେଇ ସରକାରୀଙ୍କୁ ପ୍ରଶ୍ନ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲା ଦଳ। ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ବନ୍ୟା,...
ନୂଆଦିଲ୍ଲୀ: ଭାଙ୍ଗିଲା ପୁରୁଣା ସମ୍ପର୍କ। ବିଜେପି ସହ ସମ୍ପର୍କ ଛିନ୍ନ କଲା ସିରୋମଣି ଅକାଳି ଦଳ। କୃଷି ବିଲ୍ ୨୦୨୦କୁ ବିରୋଧ କରି ଦଳର ନେତ୍ରୀ ହରସିମ୍ରନ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେବା, ସାଂସଦମାନେ ସଂସଦ ପରିତ୍ୟାଗ କରିବା ପରେ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ବାଏ...
ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ...
ଅବୁଧାବି: ଗତକାଲି ସନ୍ରାଇଜର ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ଅବୁଧାବିରେ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚ୍ରେ କୋଲକାତା ବିଜୟୀ ହୋଇଛି। କେକେଆର୍ରେ ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମଥର ବିଜୟୀ ହୋଇଛି।...
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍କା ଲାଗିଛି। ଜୁନ୍ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍ଟେଲ୍ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍ଟେଲ୍ର ସକ୍ରିୟ ଗ୍ରାହକଙ୍କ...
ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଭାରତରେ ସରକାର ଯେତେ ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଇଲେ ମଧ୍ୟ ସେହିଭଳି କିଛି ପୁଣିଥରେ ନୂଆ ବ୍ରାଣ୍ଡିଂ ସହିତ ପୁଣି ପ୍ଲେଷ୍ଟୋର୍ରେ ଅପ୍ଲୋଡ୍ ହେଉଛି। ଆଉ କୋଟି କୋଟି ଗ୍ରାହକ ତାକୁ ଡାଉନ୍ଲୋଡ ମଧ୍ୟ କରୁଛନ୍ତି। ଭାରତ ସରକାର ପାଖାପାଖି ୨୨୪ ଚାଇନିଜ୍...
ଭୁବନେଶ୍ୱର: ଜେଏସ୍ଏଲ୍ ମୁଖ୍ୟ ନବୀନ ଜିନ୍ଦଲ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟିଛନ୍ତି। ତାଙ୍କ କଂପାନିର ଷ୍ଟିଲ୍ ପ୍ଲାଣ୍ଟ ପାଇଁ କୋଇଲାର ଅଭାବ ଓ ଲୁହା ପଥର ଦର ବୃଦ୍ଧି ସଂପର୍କରେ ସେ ଆଲୋଚନା କରିଛନ୍ତି। କୋଇଲା ଅଭାବ ସାଙ୍ଗକୁ ତିନି ବର୍ଷରେ ଲୁହାପଥର...
ନୂଆଦିଲ୍ଲୀ: ଆକାଶବାଣୀରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୃଷକଙ୍କ ଉପରେ ଗୁରୁତ୍ୱ ଦେଇ କରୋନା ସମୟରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି। କରୋନା ସମୟରେ ଆମ ଦେଶର କୃଷି କ୍ଷେତ୍ର ନିଜର...