ଭୁବନେଶ୍ୱର: ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ୍ ଆଗରେ ଧାରଣା ଦେଇଛି ଦଳ। ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ମଧ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ନେତା...
ନୂଆଦିଲ୍ଲୀ: କରୋନା ଭାଇରସ୍ କେବଳ ଶ୍ୱାସକ୍ରିୟାଜନିତ(ରେସ୍ପାଇରେଟୋରୀ) ଉପରେ ପ୍ରଭାବ ପକାଏ ନାହିଁ, ଏହା ଶରୀର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ହାର୍ଟ ମଧ୍ୟ କରୋନାରେ ପ୍ରଭାବିତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସାପ୍ତାହିକ କାର୍ଯ୍ୟକ୍ରମ ‘Sunday Samvadରେ ଯୋଗ ଦେଇ...
ପାଟନା: ପୁଲିସ ବର୍ଦ୍ଦି ଛାଡ଼ି ରାଜନୀତିରେ ମିଶିବେ ବିହାର ଡିଜିପି। ନିକଟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆଜି ସନ୍ଧ୍ୟାରେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ମିଶିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାର ରୋକ୍ଠୋକ୍ ବୟାନ ଦେଇ ଲୋକ ଲୋଚନକୁ...
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ପାଖାପାଖି ହୋଇଛି। ଅନ୍ୟୁପଟେ କରୋନାରେ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର...
ପାଟନା: JDUରେ ମିଶିଲେ ବିହାରର ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ JDUରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛି ସମୟରେ ପୂର୍ବରୁ ସେ ଜେଡିୟୁରେ...
ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ? ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ମୁହଁ ଖୋଲିବା ପରେ ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ହତ୍ୟା ଧମକ ମିଳୁଛି ବୋଲି କୁହାଯାଉଛି। କିନ୍ତୁ ସତରେ ତାଙ୍କୁ ହତ୍ୟା ଧମକ ମିଳୁଛି...
ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪ ଜଣ ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟରେ...
ନୂଆଜିଲ୍ଲୀ: ଦେଶର ୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶର ବିଧାନସଭା ସିଟ୍ରେ ବି ନଭେମ୍ବର ୩ରେ ଉପନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ସେହିପରି ବିହାର ବାଲ୍ମିକୀ ନଗର...
କଟକ: ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଦାୟର କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ପାଇଁ କୋର୍ଟରେ ଆବେଦନ କରିଛନ୍ତି ସମ୍ବିତ। ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ...
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଏବଂ ତାଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅର୍ବାଜଙ୍କ ନା ଯୋଡ଼ିବାରୁ ମାନହାନି ମକଦ୍ଦମା ରୁଜୁ କଲେ ଅଭିନେତା ତଥା ନିର୍ଦ୍ଦେଶକ ଅର୍ବାଜ ଖାନ। ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ଗତକାଲି ବମ୍ବେ ସିଭିଲ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି...
ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଏକାଥରେ ଦୁଇଟି ରୋଗ- ଡେଙ୍ଗୁ ଓ କୋଭିଡ୍-୧୯ ସହିତ ଯୁଝୁଥିଲେ। ଆଜି ଦୁଇଟିଯାକ ରୋଗକୁ ପରାସ୍ତ କରି ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ମନୀଷ। ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ମନୀଷ...