• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

gst
ଗୁଟଖା କମ୍ପାନୀରେ ଚଢ଼ାଉ; ୧ କୋଟି ୧୧ ହଜାର ଫାଇନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରରୁଆ ଠାରେ ଥିବା ଗୁଟଖା କମ୍ପାନୀ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୧ କୋଟି ୧୧ ହଜାର ଫାଇନ କରିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ ଏବଂ ଗୋଦାମ ଉପରେ ରାଜ୍ୟ ଜିଏସ୍ ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଏହି...

sbi
ରାଜ୍ୟରେ ୨ଟି ନୂଆ ଶାଖା ସହିତ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା SBI

ଭୁବନେଶ୍ୱର: ରାଜ୍ୟରେ ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍‌ବିଆଇ...

msd
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଧୋନି

ନୂଆଦିଲ୍ଲୀ: ନାନା କଳ୍ପନା ଜଳ୍ପନାରୁ ଶେଷରେ ପରଦା ଉଠିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନୀ। ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଲେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ କୁଲ। ଆଜି ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା...

suresh
ଧୋନିଙ୍କ ପରେ ରାଇନା ବି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ପରେ କ୍ରିକେଟର୍‌ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ଆଜି ସ୍ୱାଧିନତା ଦିବସରେ ଦୁଇ ଦୁଇ ଜଣ ମହାନ କ୍ରିକେଟ୍‌ ଖେଳାଳି ଅନ୍ତର୍ଜାତୀୟ କ୍ରିକଟେରୁ ଅବସର ନେଇଛନ୍ତି। ରାଇନା ଅବସର ନେଲାବେଳେ ତାଙ୍କର ଅଗଣିତ ଫ୍ୟାନ୍ ଓ କ୍ରିକେଟ୍‌...

chetan-chohan
ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌‌ ଗୁରୁତର; ଭେଣ୍ଟିଲେଟର୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ତଥା ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ତଥା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର(DDCA) ଉପ-ସଭାପତି ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେ ଜୁଲାଇ ମାସରେ କରୋନା ଆକ୍ରାନ୍ତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ ତାଙ୍କ...