• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

cm-naveen
ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କଲେ ସରକାର

ଭୁବନେଶ୍ୱର: ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର  ରାଜଲକ୍ଷ୍ମୀ ଦାସଙ୍କୁ ଆଜି ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି...

ajaya
ଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓଏସ୍ ଅଧିକାରୀ ଅଜୟ କୁମାର ଦାସ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଓଏସ୍ ଅଧିକାରୀ ଅଜୟ କୁମାର ଦାସ ଗିରଫ କରିଛି ଭିଜିଲାନ୍ସ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଅଜୟଙ୍କ ଘରେ ଗତକାଲି ରେଡ୍ କରିବା ପରେ ଆଜି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।...

bhubaneswar-coornavirus
ଭୁବନେଶ୍ୱର ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ; ୧୦୫ ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩୭ ମଧ୍ୟରୁ ୧୩୨ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ସେହିଭଳି ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରୁ ୮, ବଡ଼ଗଡ଼ ବ୍ରିଟ କଲୋନିରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

high-court
ସରକାରଙ୍କ ଅବହେଳା ଯୋଗୁ ୧୪୦ କୋଟି ଟଙ୍କା ପାଣିରେ ପଡ଼ିଲା

ଭୁବନେଶ୍ୱର: ସମୟୋଚିତ ପଦକ୍ଷେପ ଅଭାବରୁ ରାଜ୍ୟ ସରକାରଙ୍କ ପ୍ରାୟ ୧୪୦ କୋଟି ଟଙ୍କା କ୍ଷତି ହୋଇଛି। କ୍ଷତି ସଂପର୍କରେ ତଦନ୍ତ ପାଇଁ ହାଇକୋର୍ଟରେ ଓଡ଼ିଶା ସିଭିଲ ଲିବର୍ଟି ଫୋରମ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭୂଷଣ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ସରକାରଙ୍କ ପ୍ରବେଶ କର ବାବଦରେ...

corona-cure
ଆଜି ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୮ ଜଣ ଆକ୍ରାନ୍ତ ସୁସ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...

result
ମୂଳ କାରଣକୁ ନ ଖୋଜି ସ୍କୁଲ୍‌ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉଛି

ଭୁବନେଶ୍ୱର: କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲଗୁଡ଼ିକର ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି। ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି। ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ...

ojee
ଏଥର ଓଡ଼ିଶା ବାହାରେ ବି ହେବ OJEE ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ୍ ପରୀକ୍ଷା କେନ୍ଦ୍ର କରିବାକୁ OJEE ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଏବଂ କୋଲକାତା। ସେହିପରି ରାଜ୍ୟରେ ମଧ୍ୟ ଆଉ କିଛି ପରୀକ୍ଷା...

school
ଏଥର ସ୍ୱାଧୀନତା ଦିବସରେ ସ୍କୁଲ ଆସିବେନି ପିଲା

ଭୁବନେଶ୍ୱର: ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ନେଇ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରିଛି। ପ୍ରତି ସ୍କୁଲରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ପିଲାଙ୍କୁ ଆସିବାକୁ ମନା କରାଯାଇଛି। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିବେ। ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ। ୧୦...

sp-balasubramanyam
କେମିତି ଅଛି ଭେଟେରାନ ସିଙ୍ଗର ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ?

ଚେନ୍ନାଇ: ଭେଟେରାନ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅଗଷ୍ଟ ୫ ତାରିଖରେ କରୋନା ଲକ୍ଷଣ ଦେଖାଦେବାରୁ ବାଲାସୁବ୍ରମଣ୍ୟମ ଚେନ୍ନାଇ ସ୍ଥିତ MGM ହେଲ୍‌ଥ କେୟାର୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍‌ ତାଙ୍କ ଉପରେ ଧ୍ୟାନ ରଖିଛି। ବର୍ତ୍ତମାନ ଶ୍ୱାସକ୍ରିୟା ନର୍ମାଲ...

rajastha-politics
ରାଜସ୍ଥାନ ରାଜନୀତି ଅପ୍‌ଡେଟ୍‌; ବିଜେପିକୁ କାଉଣ୍ଟର କରି ଆସ୍ଥା ଭୋଟ୍ କରିପାରେ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତିରେ ଟ୍ୱିଷ୍ଟ। କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି। ଏ ନେଇ ଗତକାଲି ବିଧାୟକ ଦଳର ବୈଠକେରେ ନିଷ୍ପତ୍ତି ନିଯାଇଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ରାଜ୍ୟ ବିଜେପି ମୁଖ୍ୟ ସତିଶ ପୁନିଆ ସୂଚନା ଦେଇଛନ୍ତି। ବିଜେପିର ଏହି ଘୋଷଣା ପରେ ଦଳକୁ...