ଭୁବନେଶ୍ୱର: ୪ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ୍ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଅସ୍ତବ୍ୟସ୍ତ ହୋଇପଡ଼ିଛି ଅଧିକାଂଶ ଜିଲ୍ଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସାଂଘାତିକ ହେବା ସହ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚାଷବାସ ଉଜୁଡ଼ିଯାଇଛି। କେବଳ ମାଲକାନଗିରି ନୁହେଁ, ଢେଙ୍କାନାଳ,...
ଭୁବନେଶ୍ୱର: ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ବିଭାଗ ଦ୍ୱାରା ଓଡ଼ିଶାରେ ୭୧୨ କୋଟିର ଜିଏସ୍ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ବଡ଼ ଧରଣର ଜିଏସଟି ଠକେଇ ମାମଲାରେ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶକ କାଶ୍ମୀରା ଅଗ୍ରୱାଲ। ତାଙ୍କୁ ସମ୍ବଲପୁରରୁ ଗିରଫ କରିଛି...
ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଦିନ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ। କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇବ ରେଜଲ୍ଟ।...
ପୁରୀ: ମହାପ୍ରଭୁଙ୍କ କାମ କରି ଆନନ୍ଦ ପାଉଥିବା ସେବକ ଅଛନ୍ତି ଦୁଃଖରେ। ଆର୍ଥିକ ଅନଟନ ଏବଂ କରୋନା ସେମାନଙ୍କ ପରିସ୍ଥିତିକୁ ଆହୁରି ସୋଚନୀୟ କରିଦେଇଛି । ବର୍ଷର ୨ ମାସ ଭଲରେ ଚଳିଯାଉଥିବାବେଳେ ପାଖରେ କିନ୍ତୁ ସମ୍ବଳ ନାହିଁ ନିଜପାଇଁ ପକ୍କାଘରଟିଏ କରିବା ପାଇଁ। ବିଶ୍ୱ ନିୟନ୍ତାଙ୍କ ରଥ...
ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଲାଗିପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ର ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳିର ନିଖୁଣ ହାତର ସ୍ପର୍ଶରେ ନାଗାର୍ଜୁନ ବେଶ ପ୍ରସ୍ଫୁଟିତ କରୁଛନ୍ତି। ନାଗାର୍ଜୁନ ବେଶ ସହ ପତିତପାବନଙ୍କ...
ଭୁବନେଶ୍ୱର: ରାଜ୍ୟରେ ଦିନକରେ ପୁଣି ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଛି। ଗୋଟିଏ ଦିନରେ ୫୦ ହଜାର ୫୨୫ କରୋନା ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।...
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ...
ଭୁବନେଶ୍ୱର: ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଜବତ ହେଲା ୧ କିଲୋ ୩୨୫ ଗ୍ରାମର ଧଳା ଜହର। ବାଲେଶ୍ୱରରୁ ଗିରଫ ବ୍ୟବସାୟୀଙ୍କଠୁ ଜବତ ହୋଇଛି ଏହି ବ୍ରାଉନସୁଗାର। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ଗିରଫ ବ୍ୟବସାୟୀଙ୍କୁ...
ଭୁବନେଶ୍ୱର: ଆଜି ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଲୋକାଲ୍ କେସ୍ ରହିଛି। ଆଜି ୨୯ ଜିଲ୍ଲାରୁ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬ ଆକ୍ରାନ୍ତ...
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡ ଟଙ୍କାକୁ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ପଣ୍ଡକୁ ଟ୍ରାନ୍ସଫର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ମଙ୍ଗଳବାର ଖାରଜ୍ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପିଏମ୍ କେୟାର ଫଣ୍ଡକୁ ଏନ୍ଡିଆର୍ଏଫ୍କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି। ମଙ୍ଗଳବାର କୋର୍ଟ କହିଛନ୍ତି “ ପବ୍ଲିକ...