ଚଣ୍ଡିଗଡ଼: ସ୍ୱାଧୀନତା ଦିବସରେ ଯୋଗ ଦେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ଗୁରପ୍ରୀତ କଙ୍ଗର। ପଞ୍ଜାବ ମନ୍ତ୍ରାଳୟରେ ଶକ୍ତିମନ୍ତ୍ରୀ ଥିବା ଗୁରପ୍ରୀତ ମନସାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ମାସ୍କ ପିନ୍ଧିନଥିବାର ଦେଖାଯାଇଥିଲା। ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା...
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ତାଙ୍କୁ ଭ୍ୟାଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ବାରମ୍ବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ପ୍ରଣବ ଚିକିତ୍ସିତ ହେଉଛନ୍ତି ଦିଲ୍ଲୀର ଆର୍ମୀ ରିସର୍ଚ ଆଣ୍ଡ ରିଫେର୍ରାଲ ହସ୍ପିଟାଲର ଡାକ୍ତର। ଏକ ସ୍ୱତନ୍ତ୍ର...
ଭୁବନେଶ୍ୱର: ଦେଶର ସର୍ବବୃହତ ଓ ବିଶ୍ୱାସନୀୟ ଜୀବନ ବୀମା କଂପାନୀ ହେଉଛି ଏଲଆଇସିର ଲୋକପ୍ରିୟତାର ଫାଇଦା ନେବାକୁ ଲାଗି ପଡ଼ିଛନ୍ତି କିଛି ଠକ। ଗ୍ରାହକମାନଙ୍କ ପାଖକୁ ବାରମ୍ୱାର ଫୋନ କରି ତାଙ୍କୁ ଫଲାଇ ଲୁଟ୍ କରିବାରେ ଉଦ୍ୟମ ରୁଛନ୍ତି। ବିଭିନ୍ନ ପଲିସି ବିଷୟରେ ବୁଝାଇବା ସହ ଭଲ ରିଟର୍ଣ୍ଣର...