• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

marrage
ବଦଳିପାରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ସୀମା

ନୂଆଦିଲ୍ଲୀ: ବଦଳିଯିବ କି ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ସୀମା ? ଆଜି ୭୪ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ଦିଲ୍ଲୀର ଲାଲ୍‌ କିଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ମୋଦି କହିଛନ୍ତି, “ ଆମ ଝିଅମାନଙ୍କର...

pm-modi
ଭାରତରେ କରୋନା ଭ୍ୟାକ୍ସିନ୍‌ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଭ୍ୟାକ୍ସିନ୍‌ର ଅପେକ୍ଷା ସମସ୍ତଙ୍କୁ ରହିଛି। ଋଷ ଭ୍ୟାକ୍ସିନ୍ ପ୍ରସ୍ତୁତ କରିସାରିଥିବା ବେଳେ ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ। ଭାରତରେ ମଧ୍ୟ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇ ରହିଛି ବୋଲି ଆଜି...

coronavirus
ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ ବାଲାସାହେବ ପାଟିଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସପ୍ତମ ମନ୍ତ୍ରୀ ଭାବେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶ୍ରୀ ପାଟିଲ୍ ଉଦ୍ଧବ ସରକାରରେ ସମବାୟ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି। କରୋନା ଲକ୍ଷଣ ଦେବାରୁ ସେ...

lav-agarawal
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗରୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ସେ ଲେଖିଛନ୍ତି “ ଆପଣମାନେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍...

ndhm
ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ: ସମସ୍ତଙ୍କୁ ମିଳିବ ହେଲ୍‌ଥ ଆଇଡି

ନଆଦିଲ୍ଲୀ: ଆଧାର କାର୍ଡ ଭଳି ଏକ ସ୍ୱାସ୍ଥ୍ୟ କାର୍ଡ ରହିବ। ଯେଉଁଥିରେ ଆପଣଙ୍କର ପ୍ରେସ୍‌କ୍ରିପ୍‌ସନ୍‌ ଠାରୁ ଆରମ୍ଭ କରି ମେଡିକାଲ୍ ଟେଷ୍ଟ ରିପୋର୍ଟ ଆଦି ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ରହିବ। ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

dhenkana
ଲଗାଣ ବର୍ଷାରେ ଭାସିଗଲା ପୋଲ; ଜଳମଗ୍ନ ଢେଙ୍କାନାଳ

ଢେଙ୍କାନାଳ: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶିଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ...

bhadrak
ବର୍ଷାରେ ବେହାଲ ଭଦ୍ରକ: ଘର ଭୁଶୁଡ଼ିଲା, ସରକାରୀ ଅଫିସ‌ରେ ପାଣି ପଶିଲା

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି। ଏହି ବ୍ଲକ୍‌ ଓ ଏନ୍ଏସି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ...

gendalia
ବର୍ଷାରେ ଉପୁଡ଼ିଲା ଗଛ; ୫୦୦ରୁ ଅଧିକ ଗେଣ୍ଡାଳିଆ ମୃତ

ଢେଙ୍କାନାଳ: ପ୍ରାକୃତିକ ଉପାୟରେ ହେଉଁ କିମ୍ବା ମନୁଷ୍ୟକୃତ, ଧୀରେ ଧୀରେ ପ୍ରକୃତିର ଅନେକ ବିରଳ ପଶୁ,ପକ୍ଷୀ ଲୋପ ପାଇବାକୁ ବସିଲେଣି। ଏହି କ୍ରମରେ ଗତକାଲି ୫୦୦ରୁ ଅଧିକ ଗେଣ୍ଡାଳିଙ୍କ ମୃତ୍ୟୁ ହୋଇଛି। ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଲଗାଣ ବର୍ଷାରେ ଗଛ ଉପୁଡ଼ିଯିବାରୁ  ୫୦୦ରୁ...