ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍ସି)ରେ ସର୍ବଭାରତୀୟ ସ୍ତରରେ ଦଶମ ରାଙ୍କ ପାଇଥିବା ସଂଜିତା ମହାପାତ୍ରଙ୍କୁ ଓଡ଼ିଶା ଫିଷ୍ଟ ପକ୍ଷରୁ ସମ୍ମାନିତ କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟା ୩୦ ମିନିଟରେ ଅନ୍ଲାଇନ୍ କାର୍ଯ୍ୟକ୍ରମ ମାଧ୍ୟମରେ ସଂଜିତାଙ୍କୁ ସମ୍ମାନିତ କରାଯିବ। ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ ‘ଭାରତୀୟ ସଂସ୍କୃତିକୁ ସମୃଦ୍ଧ...
ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍। ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍ ରହିବାକୁ ଧମକାଇ ଥିଲେ। କହିଥିଲେ,...
ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି “ ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା...
ଚେନ୍ନାଇ: ଗୋଟିଏ ପଟେ ଗୃହମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ଅନ୍ୟପଟେ ଭେଟେରାନ୍ ସିଙ୍ଗର ଏସ୍ପି ବାଲାସୁବ୍ରମଣ୍ୟମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଏହାପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଚେନ୍ନାଇର MGM ହେଲ୍ଥ କେୟାର୍ରେ ଭର୍ତ୍ତି...
ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଭଉଣୀ ପ୍ରିୟଙ୍କା ଏବଂ ଭିଣୋଇ ସିଦ୍ଧାର୍ଥ ତନୱାର୍ ସୁଶାନ୍ତଙ୍କର ଜଣେ ଷ୍ଟାଫ୍ଙ୍କୁ ଟଙ୍କା ଟ୍ରାନ୍ସଫର ନେଇ ଧମକାଉଥିବାର ଦେଖାଯାଉଛି। ଏହି ଷ୍ଟାଫ୍ ଜଣକ ହେଲେ ରଜତ ମେୱାତି। ସେ ସୁଶାନ୍ତଙ୍କର ବ୍ୟାଙ୍କ୍...