• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bjp
ବିଜେପିର ଧମକ; ମଧ୍ୟବିତ୍ତଙ୍କୁ ପ୍ୟାକେଜ୍ ନ ଦେଲେ BMC ଅଚଳ କରିବୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରିଚାଳନାକୁ ନେଇ ସରକାର ଏବଂ ବିଏମସି ଉପରେ ପ୍ରଶ୍ନ ଉଠାଉଛି ବିଜେପି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ ଆଣି ବିଏମସିର ଉଦାସିନତା ଏବଂ ଟାଳଟୁଳ ନୀତିକୁ ସମାଲୋଚନା କରିଛି ଦଳ। ମହାନଗର ଅଂଚଳରେ...

klia
କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ; ବିରୋଧୀ କହିଲେ ନ ଦେଖି ଟଙ୍କା ବାଣ୍ଟିଦେଲେ

ଭୁବନେଶ୍ୱର: କାଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ଥିବା ବେଳେ ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ। ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ...

fdf
ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳି ଚାଳିତ ଟ୍ରେନ୍‌ର ଟ୍ରାଏଲ ରନିଂ ଆରମ୍ଭ

ଭୁବନେଶ୍ୱର: ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନ୍‌ର ଟ୍ରାଏଲ ରନିଂ ଆରମ୍ଭ ହୋଇଛି। ପୂର୍ବରୁ ଡିଜେଲ ଇଞ୍ଜିନ୍ ଟ୍ରାଏଲ ରନ୍ ହୋଇଥିଲା। ଆଜି ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାଏଲ ରନ୍ କରୁଛି। ଯଦି ଏହି ଟ୍ରାଏଲ୍ ରନ୍ ବେଳେ କୌଣସି ତୃଟି ବିଚ୍ୟୁତି ନ ହୁଏ, ତେବେ ଖୁବ୍‌ଶୀଘ୍ର ନିୟମିତ...

rain
ସାବଧାନ ! ବର୍ଷାଦିନରେ ଏସବୁ ଭୁଲ୍‌ କରନ୍ତୁ ନାହିଁ, ଅଯଥା ରୋଗରେ ପଡ଼ିବେ

ବର୍ତ୍ତମାନ ଦେଶରେ ମୌସୁମୀର ପ୍ରବାହ ଜାରି ରହିଛି। ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। କାରଣ ମୌସୁମୀ ବା ବର୍ଷାଦିନ ଯେତିକି ଭଲ, ସେତିକି ସଂକ୍ରମଣର ଭୟ ବି ରହିଛି। ଏହି ସମୟରେ ଚର୍ମ ଓ ଥଣ୍ଡାଜନିତ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ।...

sachin
ରାଜସ୍ଥାନ ରାଜନୀତି: ରାଷ୍ଟ୍ରପତିଙ୍କ ପାଖକୁ ଯାଇପାରେ କଂଗ୍ରେସ କଳି

ଜୟପୁର: ରାଜସ୍ଥାନ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ସଚିନ ପାଇଲଟ ଓ ତାଙ୍କ ଟିମକୁ ମିଳିଛି ଆଶ୍ୱସ୍ତି । ସଚିନ ଓ ତାଙ୍କର ୧୮ ବିଧାୟକଙ୍କ ବିରୋଧରେ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ...

advani
ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ଆଜି ସିବିଆଇ ସ୍ପେଶାଲ କୋର୍ଟରେ ଆଡଭାନୀ ନିଜର ବୟାନ ରେକର୍ଡ କରିଛନ୍ତି।  ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ ଭାବେ ଆଡଭାନୀ ବିଭିନ୍ନ ପ୍ରଶ୍ନ...

dill-bechara
ରିଲିଜ୍‌ ହେଲା ସୁଶାନ୍ତଙ୍କ ଫିଲ୍ମ 'ଦିଲ୍‌ ବେଚାରା'; ମାଗଣାରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ରିଲିଜ ହେଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ଡିଜ୍‌ନୀ ହଟ୍‌ଷ୍ଟାରରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ, ଏହାକୁ ମାଗଣାରେ ଦେଖିପାରିବେ ଦର୍ଶକ। ସୁଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଥାଇରଏଡ୍ କ୍ୟାନ୍ସର ଆକ୍ରାନ୍ତ ଜଣେ...

Untitled-1
ଭାରତରେ ତିଆରି ହେବ iPhone-11 ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଆପଲ ଭାରତରେ  iPhone 11 ମଡେଲ୍‌ର ମ୍ୟାନୁଫେକ୍ଚରିଂ  ଆରମ୍ଭ କରିଦେଇଛି। ଚେନ୍ନାଇ ସ୍ଥିତ Foxconn ପ୍ଲାଣ୍ଟରେ ଏହି ମଡେଲ୍ ତିଆରି ଚାଲିଛି। କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଭାରତରେ iPhone 11 ତିଆରି ହେଲେ...

deadboady
କରୋନା ଯୋଦ୍ଧାଙ୍କୁ ପ୍ରଥମେ ଅସମ୍ମାନ ପରେ ସମ୍ମାନ; ଏସ୍‌ପି କହିଲେ ସେ ଆମ ଭାଇ

ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି...

china
ଚାଇନାର ୯୦ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା; ତଦନ୍ତକାରୀ ଟିମ୍‌ ପଠାଇଲେ ସରକାର

ନୂଆଦିଲ୍ଲୀ: ଚାଇନିଜ୍ ଏକାଡେମୀ ଅଫ୍‌ ସାଇନ୍ସର(ସିଏଏସ୍‌)ର ଏକ ଗବେଷଣା ସଂସ୍ଥାନର ପରମାଣୁ ସୁରକ୍ଷା ବିଭାଗ(Nuclear Security Science)ରୁ ୯୦ ଜଣ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା ବର୍ତ୍ତମାନ ଚାଇନାରେ ଚହଳ ପକାଇଛି। ତେବେ କାହିଁକି ହଠାତ୍ ଏତେ ସଂଖ୍ୟାକ ବୈଜ୍ଞାନିକ ଇସ୍ତଫା ଦେଲେ ସେନେଇ ତଦନ୍ତ କରିବାକୁ ଏକ ଇନ୍‌ଭେଷ୍ଟିଗେସନ...

bhabanipatna
୧୦ ପୋଲିସ କରୋନା ପଜିଟିଭ; ଭବାନୀପାଟଣା ସଟ୍‌ଡାଉନ୍

କଳାହାଣ୍ଡି: କଳାହାଣ୍ଡିର ଭବାନୀପାଟଣା ସହର ସଟ୍‌ଡାଉନ୍ ହୋଇଛି। ସହରରେ କରୋନା ପଜିଟିଭ୍ ସଂଖ୍ୟା ବଢିଚାଲିଥିବାରୁ ଭବାନୀଟପାଟଣାକୁ ଦୁଇ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରରେ ୧୦ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଭବାନୀଟପାଟଣାରେ ରିଜର୍ଭ ପୋଲିସର ୫...

police
ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସ୍‌କୁ ନିସ୍ତୁକ ମାଡ଼

ଖୋର୍ଦ୍ଧା: ରାସ୍ତାରେ ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସକୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର ଜଣେ ପୋଲିସଙ୍କୁ ଲୋକେ ମାଡ଼ ମାରିଥିବା ଜଣାପଡ଼ିଛି। ପୋଲିସ ଗାଡ଼ି ଅଟକାଇ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଲୋକେ। ଗତକାଲି ରାତିରେ ପୋଲିସ ଭ୍ୟାନର କର୍ମଚାରୀ ତୋଟାପଡ଼ା ଛକରେ...

tahasildar
କରୋନା ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ କାନ୍ଦି ପକାଇଲେ ତହସିଲଦାର

ଗଜପତି: ଲୋକଙ୍କୁ କରୋନା ସଂପର୍କରେ ସଚେତନ କରୁକରୁ କାନ୍ଦି ପକାଇଲେ ତହସିଲଦାର। ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଲୋକମାନେ କରୋନା କଟକଣା ମାନୁ ନଥିବାରୁ ସେ...

railway
ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା

ନୂଆଦିଲ୍ଲୀ: ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା। ଏଣିକି ସିଧା QR କୋଡ୍ ସ୍କାନ୍ କରି ଯାତ୍ରୀ ଟ୍ରେନ୍‌ରେ ଚଢ଼ିପାରିବେ। ଚେକିଂ କାଉଣ୍ଟର ଦେଇ ପ୍ରବେଶ କରିବା ସମୟରେ ଏହି କୋଡ୍‌କୁ ସ୍କାନ୍ କରିବାକୁ ପଡ଼ିବ। ଏହାଦ୍ୱାରା ରେଲ୍‌ୱେ ଡାଟାବେଶ୍‌ରେ ଥିବା ସୂଚନା ଆପେ ଆପେ...

kamal-naath
ଶିବରାଜଙ୍କୁ କମଲଙ୍କ କଟାକ୍ଷ; ଥଟା କଲ ବୋଲି ହେଲା କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲ ନାଥ। ସେ କହିଛନ୍ତି, ଶିବରାଜଙ୍କୁ  କରୋନା ହୋଇଥିବା ଖବର ଶୁଣି ଦୁଃଖ ଲାଗିଲା। କିନ୍ତୁ ଯଦି ସେ ମହାମାରୀ ବିଷୟରେ ଥଟା ନ କରି ଏହାକୁ...

hllama
କରୋନାରୁ ସୁସ୍ଥ ହେଲେ ଶତାୟୁ ମହିଳା; କହିଲେ କରୋନା ଏକ ସାଧାରଣ ସର୍ଦ୍ଦି

ବେଙ୍ଗାଲୁରୁ: କରୋନା ଏକ ସାଧାରଣ ସର୍ଦ୍ଦି। କୋଭିଡ-୧୯ ମହାମାରୀରୁ ସୁସ୍ଥ ହେବା ପରେ ଏଭଳି କହିଛନ୍ତି କର୍ଣ୍ଣାଟକର ଜଣେ ଶତାୟୁ ବୃଦ୍ଧା ହଲ୍ଲମ୍ମା। କର୍ଣ୍ଣାଟକର ବେଲାରୀର ଅଞ୍ଚଳର ହୁବିନା ହାଦଗଳିର ବାସିନ୍ଦା ହେଉଛନ୍ତି  ୧୦୦ ବର୍ଷୀୟା ବୃଦ୍ଧା ମହିଳା ହାଲ୍ଲମ୍ମା। ଜୁଲାଇ ୧୬ ତାରିଖରେ ସେ କରୋନା ପଜିଟିଭ୍‌...