• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dharmndra
ତ୍ୱରିତ ଏଲ୍‌ପିଜି ଗ୍ୟାସ୍‌ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ୍‌

ନୂଆଦିଲ୍ଲୀ: ଏଲ୍‌ପିଜି ଯୋଗାଣକୁ ସଠିକ କାର୍ଯ୍ୟକାରୀ କରିବା ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍‌ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ତୈଳ ବିପଣନ କମ୍ପାନୀ ଓ ଜିଲ୍ଲୀ ନୋଡାଲ୍‌ ଅଫିସର୍‌ମାନଙ୍କୁ ଆହ୍ୱାନ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଧ୍ର ପ୍ରଧାନ। ଏନେଇ ଧର୍ମେନ୍ଦ୍ର କହିଛନ୍ତି ଯେ କରୋନା...

gautam
ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ: ଏହି ଓଡ଼ିଆ ମହିଳାଙ୍କ ଶବସତ୍କାର କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ। ତେଣୁ ଦିଲ୍ଲୀରେ ଶବସତ୍କାର କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର। ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର। ଗତ କିଛି ବର୍ଷ ହେବ...

ghraku
ଲକ୍‌ଡାଉନ୍‌ ପରେ ଓଡ଼ିଶା ଫେରିବେ ପ୍ରାୟ ୫ ଲକ୍ଷ ଓଡ଼ିଆ: ଘରକୁ ନୁହେଁ ସିଧା ଯିବେ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା ପାଇଁ ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟିନ୍ ସେଣ୍ଟର କାମ ବି ଜୋରସରରେ ଚାଲିଛି। ଯାହାର...

ddo
'କରୋନା ଏତେ ସାଂଘାତିକ ରୋଗ ନୁହେଁ, ୯୦ରୁ ୯୫ ପ୍ରତିଶତ ଭଲ ହେଉଛନ୍ତି'

ନୂଆଦିଲ୍ଲୀ: କୋଭିଡ୍‌-୧୯ ଏକ ଗୁରୁତର‌ ରୋଗ ନୁହେଁ। ୯୦ରୁ ୯୫ ପ୍ରତିଶତ ରୋଗୀ ଏଥିରେ ଭଲ ହୋଇଯାଉଛନ୍ତି। ତେଣୁ କୋଭିଡ୍‌-୧୯ ଏକ ରୋଗ କିନ୍ତୁ ତାହା ଏତେ ଭୟଙ୍କର‌ ନୁହେଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ। କରୋନା ପାଇଁ ଦେଶରେ ନାନା ପ୍ରକାର ସାମାଜିକ କଳଙ୍କ...

swigy
ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଦେଶର ବିଭିନ୍ନ ବ୍ୟବସାୟିକ ସେକ୍ଟରରେ ଏହାର ସାଂଘାତିକ  ପ୍ରଭାବ ପଡ଼ିଛି। ଏଥିପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରି ଉପରେ ବି ସଂକଟର ବାଦଲ ଦେଖା ଦେଇଛି। ଗତ କିଛିଦିନ ହେବ ଲଗାତର ଛଟେଇର ଖବର...

covid 1
କୋରାପୁଟ୍ ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ 5T ସଚିବ

କୋରାପୁଟ: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ ଭିକେ ପାଣ୍ଡିଆନ୍‌। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ  5ଟି ସଚିବ ଭି.କେ. ପାଣ୍ଡିଆନ୍ ଜୟପୁର ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ମେଡିକାଲରେ ପହଞ୍ଚିବା ପରେ...

olo
ବୈଜୟନ୍ତଙ୍କ ଉଦ୍ୟମରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟସାମଗ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ସୁରତରେ ଫସି ରହି ହଇରାଣ ହରକତ ହେଉଥିବା ୫୭ ଜଣ ଓଡ଼ିଆଙ୍କ ନିକଟରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ। ଓଡ଼ିଆଙ୍କୁ ତୁରନ୍ତ ସାହାଯ୍ୟ ସହଯୋଗ କରିଥିବାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗୁଜରାଟ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଲକଡାଉନ ଯୋଗୁ ନୟାଗଡ଼ ଜିଲ୍ଲାର...

trump
ବିଦେଶୀ ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା

ୱାସିଂଟନ: ଆମେରିକା ପ୍ରଶାସନ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସାମୟିକ କଟକଣା ଜାରି କରାଯାଇଛି।  ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିଛନ୍ତି।  ଆର୍ଥିକ ଅବସ୍ଥାର ସୁଧାର ଆସିବା ପରେ ଆମେରିକାର ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଦେଶୀମାନଙ୍କ...

baby death
କରୋନାରେ ୬ ମାସର ଶିଶୁ ମୃତ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ କରୋନା ସଂକ୍ରମିତ ହୋଇଥିବା ୬ମାସ ଶିଶୁର ମୃତ୍ୟୁ ହୋଇଛି। ୧୦ ଦିନ ପୂର୍ବରୁ ଏହି ଶିଶୁଟିକୁ ହାର୍ଟ ସର୍ଜରୀ ପାଇଁ ପିଜିଆଇରେ (PGI) ଭର୍ତ୍ତି କରାଯାଇଥିଲା। ସର୍ଜରୀ କରିବା ପୂର୍ବରୁ ଡାକ୍ତରମାନେ ଶିଶୁର ସ୍ୱାବ ପରୀକ୍ଷା କରିଥିଲେ। ପରେ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ...

goa free
ଭାରତର ଏହି ୩ଟି ରାଜ୍ୟ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି କିନ୍ତୁ ଅନ୍ୟ ପଟେ କିଛି ଭଲ ଖବର ମଧ୍ୟ ରହିଛି।  ଦେଶର ମୋଟ ୩୨ ଟି ରାଜ୍ୟ ମଧ୍ୟରୁ ତିନୋଟି ରାଜ୍ୟ କରୋନା ଭାଇରସ୍ (COVID-19) ମୁକ୍ତ ହୋଇସାରିଛି। ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଗୋଆ ରାଜ୍ୟରେ...

corona
କରୋନା ଭ୍ୟାକ୍ସିନ୍ ’ଚାଡାକ୍ସ ୱାନ’: ଆଉ ଅଳ୍ପ ଦିନର ଅପେକ୍ଷା

ବ୍ରିଟେନ: ମହାମାରୀ କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନା କେବେ ଶେଷ ହେବ ଓ ମୃତ୍ୟୁ ସଂଖ୍ୟା କିପରି ବନ୍ଦ ହେବ ସେନେଇ ସମଗ୍ର ବିଶ୍ୱ ଚିନ୍ତାପ୍ରକଟ କରୁଛି। ଏପରି ସମୟରେ ବ୍ରିଟେନର ବୈଜ୍ଞାନିକମାନେ ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛନ୍ତି। କରୋନାକୁ...

delivery
ଡେଲିଭରି ବଏଙ୍କ ବ୍ୟାଗରେ ଥିଲା ଏମିତି ଜିନିଷ, ଯାଞ୍ଚକାରୀ ଟିମ୍‌ର ହୋଶ ଉଡ଼ିଗଲା

କର୍ଣ୍ଣାଟକ: କରୋନା ଭାଇରସ୍ ଯୋଗୁ ଭାରତରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ସରକାର କିଛି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ କର୍ମଚାରୀ, ଡେଲିଭରି ବଏ ପ୍ରମୁଖ । Karnataka: Central Crime Branch (CCB)...