ଭୁବନେଶ୍ୱର: ଯାଜପୁରରୁ ଭଦ୍ରକ ହେଉ କିମ୍ବା ଭଦ୍ରକରୁ ବାଲେଶ୍ୱର। ରାଜରାସ୍ତାରେ ରାଜୁତି କରିଛି ନୀରବତା। ରାଜ୍ୟରେ କରୋନାର କରିଡର ସାଜିଥିବା ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍ଡାଉନର ପ୍ରଥମ ଦିନର ଦୃଶ୍ୟ ଥିଲେ ପୂରା ଖାଁ ଖାଁ। ଯାଜପୁର ଜିଲ୍ଲା ବାରବାଟୀର ପ୍ରମୁଖ ପରିବା ମଣ୍ଡି। ଯେଉଁଠି ଗ୍ରାହକ...
କୋଲକାତା: ପଶ୍ଚିମ ବଙ୍ଗଳା ସରକାରଙ୍କ ଚୀନ ମୋଡେଲ୍ ! ପ୍ରଥମଥର ପାଇଁ କରୋନା ମୃତ୍ୟୁ ସଂଖ୍ୟା ପ୍ରକାଶ କଲ ମମତା ସରକାର। ରାଜ୍ୟରେ ୫୭ ଜଣ କରୋନାରେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ପଶ୍ଚିମବଙ୍ଗ। ତେବେ ଏମାନଙ୍କ ମଧ୍ୟରୁ ୩୯ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରୁ ମୃତ୍ୟୁ ହୋଇଥିବା...
ପୁରୀ: ମହାମାରୀ କରୋନା ପ୍ରକୋପ ଭିତରେ କିଭଳି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ସାମାଜିକ ଦୂରତ୍ୱ ରକ୍ଷା ନିୟମ ଭିତରେ କିଭଳି ପାଳନ ହେବ ଶହ ଶହ ବର୍ଷର ଏ ପରମ୍ପରା? ଲକ୍ଡାଉନ୍ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଜନ ଗହଳିକୁ ନିଷେଧ କରାଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ...
ବାଲିଗୁଡ଼ା( ଅଜିତ ନାୟକ): ମହାମାରୀ କରୋନା ସହି ମୁକାବିଲା କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କରୋନା ଆଗଧାଡ଼ିର ଯୋଦ୍ଧା। ଘର ପରିବାର ସବୁ ଛାଡ଼ି ଲାଗିଛନ୍ତି ସେବାରେ। ଆମେ କହୁଛୁ ଡାକ୍ତରମାନଙ୍କ କଥା। କିଏ ବାପାର ଶବକୁ କାନ୍ଧ ଦେଇପାରୁନି ତ କିଏ ଇଚ୍ଛା ଥିଲେ...
ନୂଆଦିଲ୍ଲୀ: କରୋନା ମୁକାବିଲାରେ ରୋବୋଟ୍ ନେବ ପ୍ରମୁଖ ଭୂମିକା। କରୋନା ରୋଗୀଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିବାରେ ସହାୟକ ହେବ ରୋବୋର୍ଟ। ଏହା କୌଣସି ଏମିତି ସେମିତି ରୋବୋଟ୍ ନୁହେଁ, ରୋବର୍ଟ ଦ୍ୱାରା ଡାକ୍ତରମାନେ ଯେଉଁଠି ବି ଥାଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ କଥା ହୋଇପାରିବେ।...
ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ବଡ଼ ଉଲ୍କା ପିଣ୍ଡ। ଆସନ୍ତା ସପ୍ତାହରେ ଏହା ପୃଥିବୀ ପାଖ ଦେଇ ଅତିକ୍ରିମ କରିପାରେ ବୋଲି କୁହାଯାଉଛି ପ୍ୟୁର୍ଟୋ ରିକୋର ଅର୍ସିବୋ ଅବ୍ଜର୍ଭେଟୋରୀ (Arecibo Observatory) ରେଡିଓ ଟେଲିସ୍କୋପ୍ ପକ୍ଷରୁ ଏହି ଉଲ୍କା ପିଣ୍ଡର ଅନେକଗୁଡ଼ିଏ ଫଟୋ ଟ୍ୱିଟ୍ରରେ ଅପ୍ଲୋଡ କରାଯାଇଛି।...
#ଫଟୋ_ପଛର_କାହାଣୀ ଆଜି ଆପଣଙ୍କୁ ଏମିତି ଗୋଟିଏ ଫଟୋ ପଛରେ ଲୁଚି ରହିଥିବା କାହାଣୀ ବିଷୟରେ କହିବୁ, ଯାହା ଦିନେ ଲୋକଲୋଚନକୁ ଆସିବା ପରେ ସାରା ବିଶ୍ୱର ମାନବିକତା ଲଜ୍ଜିତ ହୋଇଥିଲା। ଲୁହରେ ଭିଜିଥିଲା ଆଖି। ଦେଶ ବିଦେଶରେ ଉଠିଥିଲା ରାଜନୈତିକ ଝଡ଼। ୩ ବର୍ଷର କୁନି ବାଳକ ଏଲାନ୍...
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ଭୁବନେଶ୍ୱରରେ ଜଣେ ନକଲି ପୋଲିସ ଆଇପିଏସ୍ଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି। ନକଲି ପୋଲିସ ଆଇପିଏସ୍ଙ୍କ ନାଁ ଶର୍ମିଷ୍ଠା। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ବଦଳାଇବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଉଥିଲେ। ଖବର ଅନୁଯାୟୀ, ଏନେଇ ଘଟଣାର ଖୋଳତାଡ ପରେ ଶର୍ମିଷ୍ଠା...
ବାଲେଶ୍ୱର: ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ବାଲେଶ୍ୱରବାସୀ। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ପବନ ଏତେ ଜୋରରେ ବହିଥିଲା ଯେ, ଅନେକ ଗୁଡିଏ ଗଛ ଭାଙ୍ଗିଯାଇଥିଲା କିଛି ସ୍ଥାନରେ ଘରର ଛପର ମଧ୍ୟ ଉଡିଯାଇଥିଲା। ପ୍ରାୟ...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ ଗାଁରେ ଥିବା ଏକ ମଦ କାରଖାନା ଉପରେ ଚଢ଼ଉ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ କୁଇକ୍ ଆକ୍ସନ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ...
ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଲୋକମାନଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଫଳରେ ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାର ବିଭିନ୍ନ ଉପାୟମାନ କରୁଥିବାବେଳେ ଏବେ ରାଜ୍ୟରେ...
ବିହାର: ବିହାରରେ ଲକ୍ଡାଉନ୍ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାଟନାଠାରୁ ୬୦ କିମି ଦୂରରେ ଥିବା ଦୁଲ୍ଲହନ୍ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଥିବାବେଳେ ସେ ନିଜର ଗାର୍ଲଫ୍ରେଣ୍ଡକୁ ୨ୟ ବିବାହ କରିଛନ୍ତି। ଲକ୍ଡାଉନ୍ର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ କରିଥିଲେ।...
ମୁମ୍ୱାଇ: ନିକଟରେ ଲକଡାଉନ ବେଳେ ଜଣେ ପୁଅ ତାଙ୍କ ବୃଦ୍ଧ ରୋଗୀଣା ବାପାଙ୍କୁ ଟେକି ଟେକି ଆଣୁଥିବାର ଦୃଶ୍ୟ ଦେଖିଥିଲେ। ଏବେ ଠିକ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ। ଜଣେ ୬୦ ବର୍ଷର ବୃଦ୍ଧ ତାଙ୍କର ୧୭ ବର୍ଷର ରୋଗୀଣା ଝିଅକୁ କାନ୍ଧରେ ବସାଇ ଖରାରେ...
ଗୁଜୁରାଟ: ଗୁଜୁରାଟର ବରୋଡ଼ାଠାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ସେମାନେ ଏକ ଏଟିଏମ୍ ବୁଥରୁ ଟଙ୍କା ଉଠାଇଥିଲେ। ଗୋଟିଏ ଦିନରେ ୩ଜଣଯାନ ଯବାନ ସେହି ଏଟିଏମ୍ରୁ ଟଙ୍କା ଉଠାଇଥିଲେ। ତେଣୁ ଏଟିଏମ୍ ଯୋଗୁ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।...
ବଲାଙ୍ଗିର: ସାରା ଦେଶ କରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ବଲାଙ୍ଗିର ଜିଲ୍ଳାର ମାଓ ଇଲାକାରେ ନକ୍ସଲ ସହିତ ଯୁଦ୍ଧ ଲଢୁଛି ପୋଲିସ ବାହିନୀ। ଲକ୍ଡାଉନ ସମୟରେ ପୋଲିସ ଦ୍ୱାରା ଠାବ ହୋଇଛି ମାଓ କ୍ୟାମ୍ପ। ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ବଡତିଆ ଗାଁ ନିକଟ ଚାନ୍ଦଲି...
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ଜଷ୍ଟିସ୍ ମହମ୍ମଦ ରଫିକ୍। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ରଫିକ୍ଙ୍କୁ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ...