• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟରେ ସଫଳତା ପାଇବେ

ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।

Virgo

କନ୍ୟା

Tuesday 21 Mar 2023

ଅନେକ ପରିମାଣରେ ସୁଫଳ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ମାଲିମକଦ୍ଦମାରେ ବିଜୟ ହେବେ । ଶତୃଦମନ , ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋଶନ ପ୍ରାପ୍ତି, ଅର୍ଥଲାଭ, ବାକି ପଡିଥିବା ଅର୍ଥ ଫେରି ପାଇବେ । ଐଶ୍ୱର‌୍ୟ୍ୟ ପ୍ରାପ୍ତି ତଥା ଅନେକ କ୍ଷେତ୍ରରେ ସଫଳତାର ସୂଚନା ମିଳିବ । କର୍ମକର୍ତାଙ୍କ ବ୍ୟବହାର ଆପଣଙ୍କ କର୍ତବ୍ୟ ନିଷ୍ଠା ବୃଦ୍ଧି କରାଇବ । ପ୍ରେମ ସମ୍ପର୍କ ମଧୁର ହେବାରେ ବହୁ ବାଧା ଆସିପାରେ । କର୍ମକ୍ଷେତ୍ରରେ ଅସୁବିଧାର ସୀମା ଟପି ଯାଇପାରେ

ପ୍ରତିକାର- ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :