• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟରେ ସଫଳତା ପାଇବେ

ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।

Pisces

ମୀନ

Tuesday 21 Mar 2023

ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମିକା-ପ୍ରେମିକଙ୍କ ପାଇଁ ଦିନଟି ଉତ୍ତମ । ସାମାଜିକ କାର‌୍ୟ୍ୟରେ ଯୋଗ ଦେଇପାରନ୍ତି । ନାନା ତୀର୍ଥ ଭ୍ରମଣ , ସାମୟିକ ବ୍ୟାଧି ଓ ପୀଡା, ଅତ୍ୟଧିକ ବ୍ୟୟ, ସ୍ୱାସ୍ଥ୍ୟ ଭଗ୍ନ ଇତ୍ୟାଦି କରାଇବା ସଙ୍ଗେ ସଙ୍ଗେ ନାନା ଯୋଜନା ମଧ୍ୟ ପ୍ରସ୍ତୁତ କରିବେ । ଯଦିଓ ସେଥିରେ ଅକୃତ କାର‌୍ୟ୍ୟ ହେବାର ସମ୍ଭାବନା ରହିବ । ଭାବିଚିନ୍ତି ନୂତନ କାର‌୍ୟ୍ୟ ଆରମ୍ଭ କରନ୍ତୁ ।

ପ୍ରତିକାର- କୈାଣସି ମାଙ୍ଗଳିକ କାର‌୍ୟ୍ୟରେ ଯୋଗଦାନ କରିବା ସହିତ ସାହାର‌୍ୟ୍ୟ ସହଯୋଗ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :