• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟରେ ସଫଳତା ପାଇବେ

ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।

Gemini

ମିଥୁନ

Tuesday 21 Mar 2023

ଯେଉଁ ପ୍ରକାର ଭାବରେ ଯନ୍ତ୍ରଣାର ଶୀକାର ହେଇଥିଲେ ତାହା ଅବଶ୍ୟ ଅନେକ ପରିମାଣରେ କମିଯିବ । ଚାକିରି କ୍ଷେତ୍ରରେ ମହିଳା ମାନେ ବହୁ ନାନାବିଧ ସମସ୍ୟାର ସମ୍ମୁଖିନ ହେଲେ ମଧ୍ୟ ସଫଳତା ପାଇବେ । ସନ୍ତାନ ମାନଙ୍କୁ ନେଇ ବିଭିନ୍ନ ଚିନ୍ତା ଭିତରେ ସମୟ କଟିପାରେ । ଆୟ କମ୍ ବ୍ୟୟ ବେଶି ହେବା ସହିତ ଅର୍ଥହାନୀ ଲାଗି ରହିପାରେ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ତେଲ, କଳା ଲୁଗା ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :