• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟରେ ସଫଳତା ପାଇବେ

ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।

Leo

ସିଂହ

Tuesday 21 Mar 2023

ବ୍ୟବସାୟରେ ସାମାନ୍ୟ ଲାଭ ହେବ । ମୂତ୍ରାଶୟ ଜନିତ ରୋଗ , ଅଯଥା ଭ୍ରମଣ ଇତ୍ୟାଦିର ସୂଚନା ମିଳିବ । ଘରେ, ବାହାରେ ଭୁଲ ବୁଝାବଣା ହେତୁ ଅଯଥା ଶତୃ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ । ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଶା ଜନକ ହେବ ନାହିଁ । ଚାକିରି କ୍ଷେତ୍ରରେ ଲୋକ ପ୍ରିୟତା ବୃଦ୍ଧି ପାଇବ । ଖାଦ୍ୟଶସ୍ୟ ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି । ରାଜନୀତିକ କାର‌୍ୟ୍ୟରେ ରୁଚି ବଢ଼ିବ।

ପ୍ରତିକାର- ଗୁରୁଜନ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :