• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟରେ ସଫଳତା ପାଇବେ

ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।

Aquarius

କୁମ୍ଭ

Tuesday 21 Mar 2023

ଶତୃପୀଡା, ବନ୍ଧୁବିୟୋଗ, ଅତ୍ୟଧିକ ବ୍ୟସ୍ତତା ହେତୁ ନାନା ବ୍ୟାଧି, କିଛି ଚିରସ୍ଥାୟୀ ରୋଗର ସୂତ୍ରପାତ ହୋଇପାରେ । ପାରିବାରିକ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ନୂତନ ଦିଗରୁ ଅର୍ଥାଗମ ଘଟିପାରେ । ଚାଲିଥିବ ସେମାନଙ୍କ କୁଫଳ ମଧ୍ୟ କମିପାରେ । ନୂଆ ଚାକିରୀ ପାଇପାରନ୍ତି । କୌଣସି କରାଣରୁ ମନ ଅସାନ୍ତ ରହିବ । ଦେଇଥିବା ଟଙ୍କା ଫେରି ପାଇବେ ।

ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳା ମାନଙ୍କୁ କମ୍ବଳ ଦାନ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :