• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୨ ରୁ ଜୁନ୍ ୧୮, ୨୦୨୩: ଏହି ସପ୍ତାହରେ ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଏହି ସପ୍ତାହରେ ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ ।

Capricorn

ମକର

Monday 12 Jun 2023

ମୁଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥ ଉପାର୍ଜନ କରିବାର କୈାଶଳ ଆପଣେଇବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । ଅନ୍ୟ ମନସ୍କ ଯୋଗୁ ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି । ଭାଗିଦାରି ବ୍ୟବସାୟରେ ପ୍ରଚୁର ଲାଭ ମିଳିପାରେ । ସବୁ ଜାଣିଥିଲେ ମଧ୍ୟ କାର୍ଯ୍ୟ ସଫଳତାରେ ବାଧା ସୃଷ୍ଟି ହୋଇପାରେ । ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।

ପ୍ରତିକାର- ମାଆ ଦକ୍ଷିଣ କାଳୀଙ୍କର ଦର୍ଶନ ସହିତ ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :