• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୨ ରୁ ଜୁନ୍ ୧୮, ୨୦୨୩: ଏହି ସପ୍ତାହରେ ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଏହି ସପ୍ତାହରେ ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ ।

Cancer

କର୍କଟ

Monday 12 Jun 2023

କର୍ମ କ୍ଷେତ୍ରରେ ସାହାର୍ଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ । ପରିବାରରେ ଉକୃଷ୍ଟ ମନୋଭାବ ଜାଗ୍ରତ କରିବେ । ନାନା କ୍ଷତି , ମନ ଦୁଃଖରେ ସମୟ ଅତିବାହିତ ହେବ । ମହିଳା ମାନେ ଘରେ, ବାହାରେ ପ୍ରଶଂସିତ ହେବେ l ଆତ୍ମଗର୍ବରେ ଅର୍ଥ ବର୍ବାଦ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ମୈାଳିକ ବୃଦ୍ଧିର ଉପଯୋଗ କରିବେ

ପ୍ରତିକାର- ମହାଦେବଙ୍କ ଉପରେ ବେଲପତ୍ର ଚଢାନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :