• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୨ ରୁ ଜୁନ୍ ୧୮, ୨୦୨୩: ଏହି ସପ୍ତାହରେ ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଏହି ସପ୍ତାହରେ ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ ।

Leo

ସିଂହ

Monday 12 Jun 2023

ଆତ୍ମୀୟ ସୂଜନଙ୍କ ସହିତ ମିଳନ , ପରିବାରରେ ଶାନ୍ତି ଫେରି ଆସିବ । ନେତ୍ରରେ ସାମାନ୍ୟ ପୀଡା ଅନୁଭବ କରି ପାରନ୍ତି । ବିଳାସ-ବ୍ୟସନରେ ଜୀବନ ନିର୍ବାହ କରିବେ । ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ । ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରନ୍ତି । ମହିଳା ମାନେ ସ୍ନେହୀ ସ୍ୱଭାବ ଯୋଗୁଁ ଲାଭବାନ୍ ହେବେ ।

ପ୍ରତିକାର- ବୃନ୍ଦାବତିଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :