• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୨ ରୁ ଜୁନ୍ ୧୮, ୨୦୨୩: ଏହି ସପ୍ତାହରେ ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଏହି ସପ୍ତାହରେ ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ ।

Sagittarius

ଧନୁ

Monday 12 Jun 2023

ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କ ଠାରେ ପ୍ରିୟ ଭାଜନ ହେବେ । ନିଜର କୈାଣସି ଗୋପନୀୟ କଥା କହିବା ଦ୍ୱାରା ଅସୁବିଧାରେ ପଡିପାରନ୍ତି । ଅସ୍ଥିରତା କାରଣ ହେତୁ କୈାଣସି କାର୍ଯ୍ୟ ଠିକ୍ ଭାବରେ କରିପାରିବେ ନାହିଁ । ସାଂସାରିକ କ୍ଷେତ୍ରରେ ସାମାନ୍ୟ ଭୁଲ ବୁଝାବଣା ଦେଖାଦେବ ଏବଂ ସନ୍ତାନଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବେ । ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ ।

ପ୍ରତିକାର- ବିଷ୍ଣୁଙ୍କ ପାଖରେ ଖେଚୋଡି ଭୋଗ ଲଗାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :