• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୨ ରୁ ଜୁନ୍ ୧୮, ୨୦୨୩: ଏହି ସପ୍ତାହରେ ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଏହି ସପ୍ତାହରେ ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ ।

Libra

ତୁଳା

Monday 12 Jun 2023

କୈାଣସି କାର୍ଯ୍ୟରେ ହଠାତ୍ ସଫଳତାରେ ବାଧା ସୃଷ୍ଟି ହୋଇପାରେ l ପାରିବାରିକ ଜୀବନ ସନ୍ତୁଳନ ରକ୍ଷା କରିବେ । ରାଜନୀତିରେ ଚାପ ଦେଇ ଗତି କରି ପାରନ୍ତି । ଧର୍ଯ୍ୟ ଧରି କାମ କରିଲେ କାର୍ଯ୍ୟରେ ବିଜୟଲାଭ କରିବେ । ଆପଣଙ୍କର ଭାବପ୍ରବଣତା ପ୍ରକାଶ ପାଇବେ । ବିଦ୍ୟାର୍ଥୀ ମାନେ ଅଧ୍ୟୟନରେ ମନ ଦେବେ

ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :