• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୨ ରୁ ଜୁନ୍ ୧୮, ୨୦୨୩: ଏହି ସପ୍ତାହରେ ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଏହି ସପ୍ତାହରେ ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ ।

Aquarius

କୁମ୍ଭ

Monday 12 Jun 2023

ଦେହପିଡାକୁ ଉପେକ୍ଷା ନକରି କର୍ମରେ ଲାଗି ରହିଥିବେ l ଅର୍ଥ ଆୟ କରିବା ସହିତ ମାନସମ୍ମାନ ପାଇବେ । ରାଜନୀତି ଆଶା ଓ ଆକାଂକ୍ଷା ଭିତରେ କଟାଇବେ । ନିଜ କଥାରେ ସଞମତା ରଖି ନପାରିଲେ ଉପହାସିତ ହେବେ । ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । ଭୂମି କ୍ରୟର ସୁଯୋଗ ଆସିପାରେ । ମହିଳା ମାନେ ସୈଖିନ ଦ୍ରବ୍ୟ କ୍ରୟ କରିବେ ।

ପ୍ରତିକାର- ନିଜ ପାଖରେ ଲୁହାରେ ନିର୍ମିତ ଶନିଙ୍କର ଯନ୍ତ୍ରଟିଏ ରଖନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :