• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th January 2023: ଆଜି ଏହି ରାଶିର ବ୍ୟକ୍ତି ରାଜନୀତିରେ ସଫଳତା ପାଇବେ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ସୋମବାର । ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି - ୨ୟା ଦିବା ୦୯.୩୯ ଗତେ ୩ୟା,ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ପାଦ - ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୯.୩୯ ପର୍ଯ୍ୟନ୍ତ ।

Cancer

କର୍କଟ

Monday 09 Jan 2023

ପୁନର୍ବସୁ- ହଜମ ଜନୀତ ସମସ୍ୟା ସାମାନ୍ୟ ଦେଖା ଦେଇପାରେ । ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ମାନସିକ ଚାପ ସତ୍ୱେ ପରିବାରର ସବୁ କାରର‌୍ୟ୍ୟ ସୁଚାରୁରୂପେ ତୁଲାଇବେ ।

ପୁଷ୍ୟା- ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବଦ୍ଧନରେ ଆବଦ୍ଧ ହୋଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ

ଅଶ୍ଳେଷା- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ । ଆଧାତ୍ମିକ ଜୀବନ ବିତାଇ ପାରନ୍ତି

ପ୍ରତିକାର – ମାଆ ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :