• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th September 2023 : ଏହି ରାଶିର ବ୍ୟକ୍ତି‌‌ଙ୍କର ଅଚାନକ ଧନଲାଭର ଯୋଗ ରହିଛି..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ଅହରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୫.୩୦ ଗତେ ୧୦ମୀ । ଘାତ ଚନ୍ଦ୍ର - କନ୍ୟା ରାଶିର ଅହରାତ୍ର । ଘାତ ବାର – ବିଛା,ଧନୁ ଓ ମୀନ । ପୁଷ୍କର ଦୋଷ – ନାସ୍ତି ।

Aquarius

କୁମ୍ଭ

Friday 08 Sep 2023

ଧନିଷ୍ଠା –କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚସାଫଲ୍ୟ ପ୍ରାପ୍ତି ହେବ । ସାସ୍କୃତିକ ପରିବେଶରେ ଯୋଗଦାନ କରିପାରନ୍ତି । ପାରିବାରିକ ଜୀବନ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।

ଶତଭିଷା – ରାଜନୀତିରେ ରହି ଲୋକଙ୍କୁ ସହଯୋଗର ମନବୃତ୍ତି ପୋଷଣ କରିବେ । ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । କର୍ମ କ୍ଷେତ୍ରରେ ସବୁ କାର୍ଯ୍ୟ ସୁରୁଖୁରୁରେ ହେଇଯିବ ।

ପୂ , ଭାଦ୍ରପଦ – ଜମିଜମା କାରବାରରେ ଠକାମୀରେ ପଡିବେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ବିଶ୍ୱାସୀ ଲୋକ ମାନେ ଧୋକା ଦେବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :