• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th September 2023: ଏହି ରାଶିର ବ୍ୟକ୍ତି ଅଯଥା ଖର୍ଚ୍ଚାନ୍ତି ହୋଇପାରନ୍ତି ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର –କୁମ୍ଭ ଅହୋରାତ୍ର । ତିଥି- ୧୩ ଶୀ ରାତ୍ରି ୧୦.୧୯ଗତେ ୧୪ଶୀ । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର –କର୍କଟ ରାଶିର । ପୁଷ୍କର ଦୋଷ –ରାତ୍ରି ୦୪.୨୯ ଗତେ ପୂର୍ବଭାଦ୍ର ୧ ପାଦ କୁଟୁମ୍ବହାନି – ତିଳକାଞ୍ଚନ ଦାନ ।

Sagittarius

ଧନୁ

Wednesday 27 Sep 2023

ମୂଳା- ଜୀବନସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବାର ସୁଯାଗ ପାଇବେ । ବ୍ୟବସାୟୀମାନେ ଅର୍ଥିକ ଲାଭ ପାଇପାରନ୍ତି । ବ୍ୟକ୍ତିଗତ ଜୀବନରେ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ।

ପୂ, ଷାଢା- ଛାତ୍ରଛାତ୍ରୀମାନେ ପାଠପଢାରେ ଅଧିକ ସମୟ ଦେବା ସହ ଖେଳ କୁଦରେ ସଫଳତା ପାଇବେ । ଦୀର୍ଘ ଦିନ ଧରି ଅଟକି ରହିତିବା ଟଙ୍କା ଫେରିପାଇବେ । ଚାକିରୀକୁ ନେଇ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।

ଉ, ଷାଢା- ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ନିଜ ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ । କୌଣସି ଶୁଭଖବର ପାଇ ପାରନ୍ତି ।

ପ୍ରତିକାର – ଶନି ଦେବଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :