• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th October 2023: ଏହି ରାଶିର ବ୍ୟକ୍ତି ସା‍ବଧାନ, ସାଧାରଣ କଥାକୁ ନେଇ ମତାନ୍ତର ହୋଇପାରେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଚନ୍ଦ୍ର –କର୍କଟ ଅହୋରାତ୍ର । ତିଥି- ୧୦ମୀ ଦିବା ୧୨.୩୭ ଗତେ ୧୧ । ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନପୁଷ୍କର ଦୋଷ- ନାସ୍ତି ।

Pisces

ମୀନ

Monday 09 Oct 2023

ପୂ, ଭାଦ୍ରପଦ- ଶାରୀରିକ ଅବସ୍ଥାରେ ସନ୍ତୁଳନ ପାଇବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଏକ ନୂତନ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ଫଳାଫଳ ଅନୁକୂଳ ହେବ ।

ଉ, ଭାଦ୍ରପଦ- ବ୍ୟୟଭାର କ୍ରମଶଃ କମି ଆସିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ହାତକୁ ନେଇଥିବା ଆଜିର କାମଗୁଡ଼ିକୁ ଅତି ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇ ପାରନ୍ତି।

ରେବତୀ- ପୂର୍ବରାଗକୁ କେନ୍ଦ୍ର କରି ଆତ୍ମୀୟ ସ୍ୱଜନମାନେ ଦୂରେଇ ଯାଇପାରନ୍ତି। ଟେନସନ୍ କମିଯିବା ସକାଶେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ଚେଷ୍ଟା କରିବେ।

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :