• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th October 2023: ଏହି ରାଶିର ବ୍ୟକ୍ତି ଅନ୍ୟ ଉପରେ ଭରସା କଲେ ବିପଦରେ ପଡ଼ିବେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ନିଶାନ୍ତ ୦୫.୨୧ ଗତେ ତୁଳା । ତିଥି- ଅମାବାସ୍ୟା ରାତ୍ରି ୧୧.୨୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ବୃଷ ରାଶିର ନିଶାନ୍ତ ୦୫.୨୧ ପର୍ଯ୍ୟନ୍ତ । ଘାତବାର- ବୃଷ, ସିଂହ ଓ କନ୍ୟା ରଶିର । ପୁଷ୍କର ଦୋଷ-୧ ପାଦ-କୃଷିହାନି–ଭୂମିଦାନ ।

Cancer

କର୍କଟ

Saturday 14 Oct 2023

ପୁନର୍ବସୁ- ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ ।

ପୁଷ୍ୟା- ଜଣେ ବନ୍ଧୁଙ୍କ ଟାଣକଥାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ମନର ଭାବକୁ ମନରେ ରଖି ଅନ୍ୟର ନିକଟତର ହେବାକୁ ଚେଷ୍ଟା କରିବେ । ଅନ୍ୟକୁ ଭରସାକରି ବସି ରହିଲେ ସମସ୍ୟା ଭିତରେ ଛନ୍ଦି ହୋଇଯିବେ।

ଅଶ୍ଳେଷା- ନିର୍ମାଣ, ଗୃହ, ଜମି, ପରିବହନ ପ୍ରଭୃତିରୁ ଖୁସି ରହିବେ। ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ଇଚ୍ଛାନୁଯାୟୀ କାମଗୁଡ଼ିକ ହେବାରୁ ମାନସିକ ସ୍ଥିରତା ରହିବ।

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :